ସାଧାରଣ ବିଜ୍ଞାନ (ଜୀବ-sd) ଦଶମ ଭାଗ-୦୫
Quiz
- ୧. କିଏ ଅନୁବଂଶ ବିଜ୍ଞାନର ଜନକ ଅଟନ୍ତି?
- ଚାଲର୍ସ୍ ଡାରଉଇନ୍
- ଇଭାନ୍ ପି. ପାଭେଲାଭ୍
- କାଲର୍ ଲ୍ୟାଣ୍ଡେଷ୍ଟଇନର୍
- ଗ୍ରେଗର ଯୋହାନ୍ ମେଣ୍ଡେଲ
- ୨. ମେଣ୍ଡେଲଙ୍କ କଳ୍ପିତ କାରକକୁ କେଉଁ ବୈଜ୍ଞାନିକ ଜିନ୍ ନାମ
ଦେଇଥିଲେ?- ଏ.ଆଇ. ଓ ପାରିନ୍
- ଉଇଲ୍ହେଲମ୍ ଯୋହାନ୍ସେନ୍
- ଜେ.ବି. ଏସ୍ ହାଲ୍ଡେନ୍
- ଉଇଲିୟମ୍ ଜୋହାନ୍ସେନ୍
- ୩. ପ୍ରାଣୀ ଓ ଉଦ୍ଭିଦରେ ହେଉଥିବା ବିବର୍ତ୍ତନକୁ କ’ଣ କୁହାଯାଏ?
- ଅଜୈବ ବିବର୍ତ୍ତନ
- ଯୁଗ୍ମକ ବିବର୍ତ୍ତନ
- ଜୈବ ବିବର୍ତ୍ତନ
- ଅଯୁଗ୍ମକ ବିବର୍ତ୍ତନ
- ୪. କେଉଁଟି ପ୍ରତ୍ବେକ ଜୀବ ଗଠନର ମୌଳିକ ଏକକ ଅଟେ?
- ସଂସ୍ଥାନ
- ତନ୍ତୁ
- ଅଙ୍ଗ
- କୋଷ
- ୫. ଲକ୍ଷ ଲକ୍ଷ ବର୍ଷ ପୂର୍ବେ ପୃଥିବୀରେ ବାସ କରୁଥିବା ପ୍ରାଣୀ ଓ ଉଦ୍ଭିଦର
ଅବେଶଷକୁ କ’ଣ କୁହାଯାଏ?- ଅବେଶଷାଙ୍ଗ
- ଅଶ୍ମ
- ଜୀବାଶ୍ମ
- ନଭଶ୍ଚର
- ୬. କେଉଁଟି ଆଗକୁ ବଢ଼ିବାର ଏକ ପ୍ରକ୍ରିୟା ଓ ଏହା ଅତି ମନ୍ଥର ତଥା
ନିରବଚ୍ଛିନ୍ନ ଭାବେ ହୋଇଥାଏ?- ଜୀବନ ସଂଗ୍ରାମ
- ବିବର୍ତ୍ତନ
- ସଙ୍କରଣ ଘ) ଅନ୍ତରଣ
- ଅନ୍ତରଣ
- ୭. କାହା ଅନୁଯାୟୀ ବିବର୍ତ୍ତନର ପ୍ରମୁଖ କାରକ ଭାବେ ବିଭେଦାୟନ,
ଉଦ୍ବରଣ ଓ ଅନ୍ତରଣ ବିବେଚିତ ହୋଇଥାଏ?- ଓରିଜିନ୍ ଅଫ୍ ସ୍ପେସିସ୍
- ମଡର୍ଣ୍ଣ ସିନ୍ଥେଟିକ୍ ଥିଓରୀ
- ପୁରାତନ ସଂଶ୍ଳେଷିକ ତତ୍ତ୍ୱ
- ଉପାର୍ଜୀତ ଲକ୍ଷଣର ଉତ୍ତରାଧିକରଣ
- ୮. କେଉଁଟି ମନୁଷ୍ୟର ଅବସେଷାଙ୍ଗ ଅଟେ?
- ଇଲିୟମ୍
- ବୃହଦନ୍ତ୍ର
- ଆପେନ୍ଡିକ୍ସ
- ନୋଟୋକର୍ଡ
- ୯. କେଉଁ ବୈଜ୍ଞାନିକ ପ୍ରଥମେ ପ୍ରାଣୀ ଉପରେ ପରିବେଶର ପ୍ରଭାବ
ସମ୍ବନ୍ଧେର ସ୍ପଷ୍ଟ ମତ ପ୍ରକାଶ କରିଥିଲେ?- ହାଲଡ଼େନ୍
- ଲାମାର୍କ
- ହକ୍ସେଲ
- ଡବ୍ଝାନ୍ସ୍କି
- ୧୦. କେଉଁ କାରଣ ହେତୁ ବିକଳ୍ପୀଗୁଣ ଗୁଡ଼ିକ ଅକ୍ଷତ ଅବସ୍ଥାରେ ବିଭିନ୍ନ
ପିଢ଼ିରେ ବଂଶାନୁକ୍ରମ ନିୟମ ଅନୁସାରେ ପ୍ରକାଶିତ ହୋଇଥାନ୍ତି?- ଉଦ୍ବରଣ
- ପୃଥକ୍କରଣ
- ସ୍ୱାଧୀନ ଅପବ୍ୟୁହନ
- ପୃଥକ୍କରଣ ଓ ସ୍ୱାଧୀନ ଅପବିହ୍ଵନ
- ୧୧. କେଉଁଟି ବଂଶାନୁକ୍ରମର ନୀତି ଅଟେ?
- ପ୍ରଭାବୀ ଗୁଣ
- ପୃଥକକରଣ
- ସ୍ୱାଧୀନ ଅପବୁ୍ୟହନ
- ବିକଳ୍ପୀ ଗୁଣ
- ୧୨. କେଉଁଟି ବଂଶାନୁକ୍ରମର ନିୟମ ଅଟେ?
- ଏକକ ଗୁଣ
- ପୃଥକକରଣ
- ପ୍ରଭାବୀଗୁଣ
- ଅନ୍ତରଣ
- ୧୩. କେଉଁ ବୈଜ୍ଞାନିକ ‘ଦ ଓରିଜିନ୍ ଅଫ୍ ସ୍ପେସିସ୍’ ନାମକ ବହି ପ୍ରକାଶ
କରିଥିଲେ?- ଜେ.ବି. ଏସ୍ ହାଲେଡନ୍
- ଜୁଲିଆନ୍ ହେକ୍ସଲ
- ଉଇଜ୍ମାନ୍ ଓ ଲାମାକର୍
- ଚାଲସର୍ ଡାରଉଇନ୍
- ୧୪. ୧୮୦୯ ମସିହାରେ ଫ୍ରାନ୍ସ ଦେଶର କେଉଁ ବୈଜ୍ଞାନିକ ଜୈବ
ବିବତ୍ତର୍ନ ସଂପର୍କୀତ ତତ୍ତ୍ୱ ଉପସ୍ଥାପନ କରିଥିଲେ?- ଡାରଉଇନ୍
- ଲାମାର୍କ
- ମେଣ୍ଡେଲ
- ହାଲଡ଼େନ୍
- ୧୫. କେଉଁ ଜାତୀୟ ବାନର ସଦୃଶ ମାନବ ପ୍ରଥେମ ଦୁଇ ଗୋଡରେ
ମୁଣ୍ଡଟେକି ଚାଲିଥିଲା?- ଅଷ୍ଟ୍ରାଲୋପିଥେକସ୍
- ହୋମୋ ହ୍ୟାବିଲିସ୍
- ରାମାପିଥେକସ୍
- ଶିବାପିଥେକସ୍
- ୧୬. ଆଜିର ମଣିଷ ହୋମୋ ସେପିଏନ୍ସ କେତେ ଲକ୍ଷ ବର୍ଷ ପୂର୍ବେ
ଆଫ୍ରିକାରେ ବସବାସ କରୁଥିଲେ?- 20
- 15
- 10
- 5
- ୧୭. କେଉଁ ତତ୍ତ୍ୱ ଅନୁଯାୟୀ ଜାତିର ଉଦ୍ଭବାରେ ବିଭେଦାୟନ, ଉଦବରଣ ଓ
ଅନ୍ତରଣର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି?- ପୁରାତନ ସଂଶ୍ଳେଷିକ ତତ୍ତ୍ୱ
- ପ୍ରାକୃତିକ ଉଦ୍ବରଣ
- ଆଧୁନିକ ସଂଶ୍ଳେଷିକ ତତ୍ତ୍ୱ
- ନବୋଦ୍ଭବନ
- ୧୮. ପ୍ରାୟ କେତେ କୋଟି ବର୍ଷ ପୂର୍ବେ ମେସୋଯୋଇକ୍ ମହାଯୁଗରେ
ବିଶାଳକାୟ ଡାଇନୋସର ପରି ସରୀସୃପ ଜାତୀୟ ପ୍ରାଣୀ ପୃଥିବୀରେ
ରାଜୁତି କରୁଥିଲେ- 100
- 130
- 230
- 300
- ୧୯. କେଉଁ କାରଣରୁ ଡାଇେନାସରମାନେ ନିଜକୁ ରକ୍ଷା କରି ନପାରି
ବିଲୁପ୍ତ ହୋଇଥିଲେ?- ସୀମିତ ସମ୍ବଳ
- ପ୍ରବଳ ଗରମ
- ଅପରିସୀମ ପ୍ରଜନନ କ୍ଷମତା
- ପ୍ରବଳ ଥଣ୍ଡା
- ୨୦. କେଉଁ କାରଣରୁ ଜୀବମାନଙ୍କ ଗୁଣସୂତ୍ରରେ ପରିବର୍ତ୍ତନମାନ
ଦେଖାଯାଏ?- ଅନ୍ତରଣ
- ଜିନୀୟ ପୁନର୍ବିନ୍ୟାସ
- ବିଭିନ୍ନତା
- ପ୍ରାକୃତିକ ଉଦ୍ବରଣ
- ୨୧. କେଉଁ ବିଜ୍ଞାନର ଅଗ୍ରଗତି ଫଳରେ ଆଧୁନିକ ସାଂଶ୍ଳେଷିକ ତତ୍ତ୍ୱ
ଉପସ୍ଥାପିତ ହୋଇଛି?- ଆଣବିକ ଜୀବବିଜ୍ଞାନ
- ଭୂତତ୍ତ୍ୱ ବିଜ୍ଞାନ
- ବଂଶଗତି ବିଜ୍ଞାନ
- ଆଣବିକ ଜୀବ ବିଜ୍ଞାନ ଓ ବଂଶଗତି ବିଜ୍ଞାନ
- ୨୨. ମେଣ୍ଡେଲଙ୍କ ଗାଣିତିକ ସୂତ୍ର ଅନୁଯାୟୀ ବିକଳ୍ପୀକାରକ ପ୍ରକାର 2
ହେଲେ F2 ପିଢ଼ିରେ ଦୃଶ୍ୟମାନ ଗୁଣର ଅନୁପାତ କେତେ ହେବ?- (3:1)2
- (2:1)2
- (1:2:1)2
- (3:2)2
- ୨୩. ମେଣ୍ଡଲଙ୍କ ଗାଣିତିକ ସୂତ୍ର ଅନୁଯାୟୀ ବିକଳ୍ପୀକାରକ ପ୍ରକାର 3
ହେଲେ F2 ପିଢ଼ିରେ ଜିନୀୟ ଅନୁପାତ କେତେ ହେବ?- (3:1)3
- (2:1)3
- (1:2:1)3
- (3:2)3
- ୨୪. କେଉଁଟି DNAର ଅଂଶବିଶେଷ ଓ ଏହା ଶରୀରର ସମସ୍ତ ପ୍ରକ୍ରିୟା
ନିୟନ୍ତ୍ରଣ କରେ?- ATP
- RNA
- ଭ୍ରୁଣ
- ଜିନ୍
- ୨୫. ମଣିଷର ଗୁଣସୂତ୍ରରେ କେତେ ଯୋଡ଼ା ଅଟୋଜୋମ୍ ଥାଏ?
- 46
- 23
- 22
- 23
No comments:
Post a Comment