ସାଧାରଣ ବିଜ୍ଞାନ (ଜୀବ-sd) ଦଶମ ଭାଗ-୦୪
Quiz
- ୧. ମଣିଷ ଓ ମକାର ଗୁଣସୂତ୍ର ସଂଖ୍ୟାର ସମଷ୍ଟି କେତେ ହେବ?
- ୩୩
- ୬୬
- ୨୦
- ୪୬
- ୨. ପୁଂଯୁଗ୍ମକ ଓ ସ୍ତ୍ରୀଯୁଗ୍ମକର ମିଳନ ବା ସମାୟନରୁ କ’ଣ ସୃଷ୍ଟି ହୁଏ?
- ଯୁଗ୍ମଜ
- ସମଯୁଗ୍ମଜ
- ଅସମଯୁଗ୍ମନ
- କଳିକନ
- ୩. କୋଷ ବିଭାଜନର କେଉଁ ଅବସ୍ଥାରେ କୋଷର ଦୁଇ ମେରୁ ଅଂଚଳରେ
ତର୍କୁତନ୍ତୁ ଗଠନ ପ୍ରକ୍ରିୟା ଆରମ୍ଭ ହୁଏ?- ଉତ୍ତରାବସ୍ଥା
- ମଧ୍ୟାବସ୍ଥା
- ଅନ୍ତିମାବସ୍ଥା
- ଆଦ୍ୟାବସ୍ଥା
- ୪. କୋଷ ବିଭାଜନର କେଉଁ ଅବସ୍ଥାରେ ପ୍ରତ୍ୟେକ ନୂତନ ଗୁଣସୂତ୍ର
କୋଣାକାର ବା 'V' ଆକାର ଧାରଣ କରନ୍ତି?- ଉତ୍ତରାବସ୍ଥା
- ଅନ୍ତିମାବସ୍ଥା
- ମଧ୍ୟାବସ୍ଥା
- ଆଦ୍ୟାବସ୍ଥା
- ୫. କୋଷ ବିଭାଜନର କେଉଁ ଅବସ୍ଥାରେ ଅପତ୍ୟ ଗୁଣସୂତ୍ରଗୁଡ଼ିକ
କୋଷର ଦୁଇମେରୁରେ ଜମା ହୁଅନ୍ତି?- ଅନ୍ତିମାବସ୍ଥା
- ଉତ୍ତରାବସ୍ଥା
- ମଧ୍ୟାବସ୍ଥା
- ଆଦ୍ୟାବସ୍ଥା
- ୬. ଅଦ୍ଧର୍ବିଭାଜନର କେଉଁ ଉପାବସ୍ଥାରେ ଗୁଣସୂତ୍ରଗୁଡ଼ିକ ଏକକ ରୂପେ ଦେଖାଯାଆନ୍ତି?
- ପାକିଟିନ୍
- ଜାଇଗୋଟିନ୍
- ଡିପ୍ଲୋଟିନ୍
- ଲେପ୍ଟୋଟିନ୍
- ୭. ଆଦ୍ୟାବସ୍ଥା - 1ର କେଉଁ ଉପାବସ୍ଥାରେ ଆପୁଞ୍ଜନ ଦେଖାଯାଏ?
- ଲେପ୍ଟୋଟିନ୍
- ପାକିଟିନ୍
- ଜାଇେଗାଟିନ୍
- ଡିପ୍ଲୋଟିନ୍
- ୮. ସ୍ପାଇରୋଗାଇରାରେ କେଉଁ ପ୍ରକାର ଅଲିଙ୍ଗୀଜନନ ଦେଖାଯାଏ?
- ରେଣୁଭବନ
- କଳିକନ
- ବିଭାଜନ
- ଅଙ୍ଗୀୟଜନନ
- ୯. କେଉଁ କବକ ପରିବେଶ ଅନୁଯାୟୀ ଚଳରେଣୁ ବା ଅଚଳରେଣୁ ଦ୍ୱାରା
ବଂଶବୃଦ୍ଧି କରିଥାଏ?- ୟୁଲୋଥ୍ରିକ୍ସ
- ମ୍ୟୁକର
- ପାଇଥିୟମ୍
- ପେନିସିଲିୟମ୍
- ୧୦. କେଉଁ ଗଛର ମୂଳରୁ ନୂତନ ଗଛ ବା ଲତା ଜାତ ହେବାର ଦେଖାଯାଏ?
- ଇଷ୍ଟ, ମ୍ୟୁକର
- ଶତମୂଳି, ଡାଲିଆ
- କଦଳୀ, ଗୋଲାପ
- ପିଆଜ, ଅଦା
- ୧୧. କେଉଁ ଉଦ୍ଭିଦରେ କଲମିକରଣ ଦ୍ୱାରା ନୂତନ ଗଛ ସୃଷ୍ଟି କରାଯାଇପାରେ?
- ଗୋଲାପ, ଆମ୍ବ, ଶତମୂଳୀ
- ଲେମ୍ବୁ, ଗୋଲାପ, ଡାଲିଆ
- ଆମ୍ବ, ଲେମ୍ବୁ, କଦଳୀ
- ଗୋଲାପ, ଆମ୍ବ, ଲେମ୍ବୁ
- ୧୨. କାହା ଦ୍ୱାରା ଅପୁଷ୍ପକ ଉଦ୍ଭିଦର ବଂଶବୃଦ୍ଧି ଘଟିବା ଏକ ସାଧାରଣ ପ୍ରକ୍ରିୟା?
- ବିଭାଜନ
- କଳିକନ
- ଅଙ୍ଗୀୟଜନନ
- ରେଣୁଭବନ
- ୧୩. ଆଦ୍ୟାବସ୍ଥା-1ର କେଉଁ ଉପାବସ୍ଥାରେ ପାରାନ୍ତରଣ ଦେଖାଯାଏ?
- ଡିପ୍ଲୋଟିନ୍
- ପାକିଟିନ୍
- ଡାଇଆକାଇନେସିସ୍
- ଜାଇଗୋଟିନ୍
- ୧୪. ଆଦ୍ୟାବସ୍ଥା-1ର କେଉଁ ଉପାବସ୍ଥାରେ ଗୁଣସୂତ୍ର ଗୁଡ଼ିକ ଚତୁଃଏକକ
ସୂତ୍ରରେ ପରିଣତ ହୁଅନ୍ତି?- ଜାଇଗୋଟିନ୍
- ପାକିଟିନ୍
- ଡାଇଆକାଇନେସିସ୍
- ଡିପ୍ଲୋଟିନ୍
- ୧୫. ଇଷ୍ଟ ନାମକ କବକ କେଉଁ ପ୍ରକ୍ରିୟାରେ ଅଲିଙ୍ଗୀଜନନ କରିଥାଏ?
- ଅଙ୍ଗୀୟଜନନ
- ରେଣୁଭବନ
- କୋରୋକୋଦ୍ଗମ୍
- ବିଭାଜନ
- ୧୬. କେଉଁ ଉଦ୍ଭିଦର ପତ୍ରଧାରେର ଥିବା ଦନ୍ତୁରିତ ଅଂଶ ଓଦାମାଟି
ସଂସ୍ପର୍ଶରେ ଆସିଲେ ସେଥିରୁ ନୂତନ ଗଛ ବାହାରେ?- ଅମରୀ
- ପୋଇ
- ଶତମୂଳୀ
- ଅମରପୋଇ
- ୧୭. କଲମି ମାଟି କାହାର ମିଶ୍ରଣ ଅଟେ?
- ଗୋବର, ପଟୁମାଟି, ସାର
- ଗୋବର, କଟାନଡ଼ା, ପଟୁମାଟି
- କଟାନଡା, ଗୋବର, ହରେମାନ୍
- ପଟୁମାଟି, କଟାନଡ଼ା, ବାଲି
- ୧୮. ଛେଦନ ପ୍ରଣାଳୀରେ କେଉଁ ଉଦ୍ଭିଦ ବଂଶ ବିସ୍ତାର କରିଥାଏ?
- ଛତୁ
- ମନିପ୍ଲାଣ୍ଟ
- ଫିମ୍ପି
- ସ୍ପାଇେରାଗାଇରା
- ୧୯. କେଉଁ ଅବସ୍ଥାରେ ଗୁଣସୂତ୍ର ଗୁଡ଼ିକ କୋଣାକାର ବା 'V' ଆକାର ଦେଖାଯାଆନ୍ତି?
- ଅନ୍ତିମାବସ୍ଥା
- ଉତ୍ତରାବସ୍ଥା
- ଆଦ୍ୟାବସ୍ଥା
- ମଧ୍ୟାବସ୍ଥା
- ୨୦. AIDS ବିଷୟେର ଜନସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ
କେଉଁ ତାରିଖକୁ ‘‘ବିଶ୍ୱ ଏଡସ୍ ଦିବସ’’ ଭାବେ ପୃଥିବୀର ପାଳନ
କରାଯାଉଛି?- ନେଭମ୍ବର ପହିଲା
- ଅକ୍ଟୋବର ପହିଲା
- ଡିସେମ୍ବର ପହିଲା
- ସେପ୍ଟେମ୍ବର ପହିଲା
- ୨୧. କେଉଁ ରୋଗେର ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ଟି-ଲିମ୍ଫୋସାଇଟ୍ ନାମକ
ଏକ ପ୍ରକାର ଶ୍ୱେତ ରକ୍ତ କଣିକା ସଂଖ୍ୟା ଦ୍ରୁତଗତିରେ ହ୍ରାସପାଏ?- ହେପାଟାଇଟିସ୍
- ଏଡ୍ସ
- ଜଳାତଙ୍କ
- କକର୍ଟ
- ୨୨. ଭୂତାଣୁମାନଙ୍କ ଠାରେ କେଉଁଟି ଥିଲେ ସେମାନଙ୍କୁ ପଶ୍ଚଭୂତାଣୁ
କୁହାଯାଏ?- RNA
- DNA
- ATP
- ADP
- ୨୩. ଭାରତ ସରକାରଙ୍କ ତରଫରୁ କେଉଁ ମସିହାଠାରୁ ପରିବାର
ନିୟୋଜନ ଯୋଜନା କାର୍ଯ୍ୟକାରୀ ହୋଇଛି?- ୧୯୫୦
- ୧୯୫୧
- ୧୯୫୨
- ୧୯୫୫
- ୨୪. କେଉଁ ଗୁଡ଼ିକ ପୁରୁଷ ଜନନତନ୍ତ୍ର ଅଟନ୍ତି?
- ଶୁକ୍ରମୁଣି, ଶୁକ୍ରାଶୟ, ଗର୍ଭାଶୟ
- ଶୁକ୍ରମବାହୀନଳୀ, ଶିଶ୍ନ, ସୁଷକ
- ଶୁକ୍ରାଶୟ, ମୂତ୍ରାମାର୍ଗ, ଡ଼ିମ୍ବାଶୟ
- ସୂତ୍ରମାର୍ଗ, ଶୁକ୍ରମୁଣି, ଡିମ୍ବବାହୀନଳୀ
- ୨୫. କେଉଁଗୁଡ଼ିକ ସ୍ତ୍ରୀ ଜନନତନ୍ତ୍ର ଅଟନ୍ତି?
- ଡିମ୍ବାଶୟ, ଗର୍ଭାଶୟ, ଶୁକ୍ରାଶୟ
- ଡିମ୍ବାଶୟ, ଡିମ୍ବବାହୀନଳୀ, ଗର୍ଭାଶୟ
- ଗର୍ଭାଶୟ, ଡିମ୍ବବାହୀନଳୀ, ଶିଶ୍ନ
- ଡିମ୍ବବାହୀନଳୀ, ଡିମ୍ବାଶୟ, ଶୁକ୍ରବାହୀନଳୀ
No comments:
Post a Comment