ସାଧାରଣ ବିଜ୍ଞାନ (ଜୀବ-sd) ଦଶମ ଭାଗ-୦୩
Quiz
- ୧. କେଉଁ ହରେମାନ୍ର ଉପସ୍ଥିତି ମହିଳାମାନଙ୍କ ଗର୍ଭସ୍ଥ ସନ୍ତାନ
ନିର୍ଣ୍ଣାୟନ ପରୀକ୍ଷା ପାଇଁ ଆବଶ୍ୟକ ଅଟେ?- TSH
- ADH
- ACTH
- CGH
- ୨. କେଉଁଟି ଗର୍ଭାବସ୍ଥାର ହରମୋନ୍ ଅଟେ?
- ଭାସୋପ୍ରେସିନ୍
- ପ୍ରୋଜେଷ୍ଟିରନ୍
- ଥାଇରକ୍ସିନ୍
- ଇଷ୍ତ୍ରୋଜେନ୍
- ୩. କେଉଁ ହରେମାନ୍ର ଅଭାବରେ ନପୁଂସକତା ଦେଖାଯାଏ?
- ଗୋନାଡୋଟ୍ରପିକ୍ ହରେମାନ୍
- ଇଷ୍ତ୍ରୋଜେନ୍
- ଟେଷ୍ଟୋଷ୍ଟିରନ୍
- ପ୍ରୋଜେଷ୍ଟିରନ୍
- ୪. କେଉଁ ହରେମାନ୍ର ଅଭାବରେ ଡାଇେବଟିସ୍ ମେଲିଟସ୍ ରୋଗ
ହୋଇଥାଏ?- ଇନ୍ସୁଲିନ୍
- ସୋମାଟୋଷ୍ଟାଟିନ୍
- ଗ୍ଲୁକୋଜ୍
- ଏଡ୍ରନାଲିନ୍
- ୫. କେଉଁ ଅଙ୍ଗରୁ କ୍ଷରିତ ହେଉଥିବା ଅଂଶକୁ ‘ଆଇଲେଟ୍ସ୍ ଅଫ
ଲାଙ୍ଗରହାନ୍ସ୍’ କୁହାଯାଏ?- ଅଗ୍ନାଶୟ
- ଯକୃତ
- ଥାଇରଏଡ୍
- ଡିମ୍ବାଶୟ
- ୬. କେଉଁ ସଂପକର୍ଟି ଠିକ୍ ଅଟେ?
- ମେଲାଟୋନିନ୍ - ଆପଦ୍କାଳୀନ ଗ୍ରନ୍ଥି
- ଥାଇରକସିନ୍ - ଜୈବିକ ଘଡ଼ି
- ଏଡ୍ରନାଲିନ୍ - ରୂପାନ୍ତରଣ
- L, B ଓ A କୋଷ - ଅଗ୍ନାଶୟ
- ୭. କେଉଁ ହରେମାନ୍ ଡିମ୍ବାଶୟ ପୁଟିକାର ବୃଦ୍ଧି କରାଏ?
- GH
- FSH
- TSH
- PRL
- ୮. କେଉଁଠାରୁ ରିଲିଜିଙ୍ଗ ଓ ଇନ୍ହିବିଟିଙ୍ଗ ହରେମାନ୍ କ୍ଷରିତ
ହୋଇଥାଏ?- ଏଡିନୋହାଇେପାଫାଇସିସ୍
- ପିଟୁଇଟାରି ଗ୍ରନ୍ଥି
- ନିଉରୋହାଇପୋଫାଇସିସ୍
- ହାଇପୋଥାଲାମସ୍
- ୯. କେଉଁଟି ଆମ ଶରୀରର ବହିଃସ୍ରାବୀ ଗ୍ରନ୍ଥି ଅଟେ?
- ପୀୟୂଷ ଗ୍ରନ୍ଥି
- ଗଳଗ୍ରନ୍ଥି
- ଯକୃତ
- ପିଟୁଇଟାରି
- ୧୦. କେଉଁ କ୍ରିୟା ସଂପର୍କୀତ ଅବଦାନ ପାଇଁ ଇ.ପି. ପାଭେଲାଭ୍
ନୋବେଲ ପୁରସ୍କାର ପାଇଥିଲେ?- ପଚନ
- ରେଚନ
- ଜନନ
- ଶ୍ୱସନ
- ୧୧. ଶରୀରରେ କେଉଁ କେଉଁ ସ୍ନାୟୁର ଅବସ୍ଥିତି ଏକ ଜ୍ୟାମିତିକ ଚାପ
ଆକାରରେ ଥିବାରୁ ଏହାକୁ ପ୍ରତିକ୍ଷେପ ଚାପ କୁହାଯାଏ?- ସେନ୍ସରି, ସୁଷୁମ୍ନାକାଣ୍ଡ, ମୋଟର
- ମସ୍ତିଷ୍କ, ସେନ୍ସରି, ସୁଷୁମ୍ନାକାଣ୍ଡ
- ସୁଷୁମ୍ନାକାଣ୍ଡ, ମସ୍ତିଷ୍କ, ମୋଟର
- ସେନ୍ସରି, ମୋଟର, ମସ୍ତିଷ୍କ
- ୧୨. କେଉଁ ଗୁଡ଼ିକ ସ୍ନାୟୁକୋଷର ସମାହାରରେ ଗଠିତ?
- କ୍ରେନିଆଲସ୍ନାୟୁ, ଯକୃତ
- ମସ୍ତିଷ୍କ, ଅଗ୍ନାଶୟ
- ସୁଷୁମ୍ନାକାଣ୍ଡ, ବୃକକ
- ମସ୍ତିଷ୍କ, ସୁଷୁମ୍ନାକାଣ୍ଡ
- ୧୩. କେଉଁ ଗୁଡ଼ିକ ଆମର ଗ୍ରାହୀ ଅଙ୍ଗ ଅଟନ୍ତି?
- ନାକ, କାନ, ଜିଭ, ଚର୍ମ, ଯକୃତ
- ଆଖି, ନାକ, କାନ, ଜିଭ, ଚର୍ମ
- କାନ, ଜଭି , ଚର୍ମ, ନାକ, ଅଗ୍ନାଶୟ
- ଜିଭ, ଚର୍ମ, ଆଖି, ନାକ, ବୃକକ
- ୧୪. ପରିବେଷରେ ସୃଷ୍ଟି ହେଉଥିବା ଶବ୍ଦକୁ କାନ ଭିତରେ ଥିବା
ସେନ୍ସରି କୋଷର କେଉଁ ଅଂଶ ଗ୍ରହଣ କରିଥାଏ?- ଆକସନ୍
- ଡେନ୍ଡ୍ରାଇଟ୍
- ସେଲ୍ବଡି
- ସିନାପସ୍
- ୧୫. କେଉଁ ରାସାୟନିକ ପଦାର୍ଥର କ୍ଷରଣ ନୂଆ ବିଦ୍ୟୁତ୍ ରାସାୟନିକ
ଆବେଗ ସୃଷ୍ଟି କରେ?- ଥାଇରକ୍ସିନ୍
- ମେଲାଟୋନିନ୍
- ଇନ୍ସୁଲିନ୍
- ଏସିଟିଲ୍କୋଲିନ୍
- ୧୬. କେଉଁଟି ଅନ୍ତଃସ୍ରାବୀ ତନ୍ତ୍ର ନୁହେଁ?
- ଯକୃତ
- ଅଗ୍ନାଶୟ
- ପାକସ୍ଥଳୀ
- ବୃକକ୍
- ୧୭. କାହାର ଅନୁପସ୍ଥିତି ଯୋଗୁଁ ପରିପକ୍ୱ ସ୍ନାୟୁକୋଷର ବିଭାଜନ ହୁଏ ନାହିଁ?
- ରସଧାନୀ
- ମାଇେଟାକଣ୍ଡ୍ରିଆ
- ଗୁଣସୂତ୍ର
- ସେନ୍ଟ୍ରୋଜୋମ୍
- ୧୮. ମଣିଷଠାରେ କେତେ ଯୋଡ଼ା କରୋଟି ସ୍ନାୟୁ ଥାଏ?
- ୧୨
- ୩୧
- ୨୧
- ୧୩
- ୧୯. ମଣିଷ ଶରୀରରେ କେତେ ଯୋଡ଼ା ସୁଷୁମ୍ନା ସ୍ନାୟୁ ଅଛି?
- 12
- 31
- 21
- ୧୩
- ୨୦. ମଧ୍ୟ ମସ୍ତିଷ୍କ ରେ ଥିବା ଉପର ଦୁଇଟି ପିଣ୍ଡ କେଉଁ ପ୍ରକାର
ପ୍ରତିକ୍ଷେପକୁ ନିୟନ୍ତ୍ରଣ କରେ?- ସ୍ପର୍ଶ
- ସ୍ୱାଦ
- ଦୃଷ୍ଟି
- ଶ୍ରବଣ
- ୨୧. ମସ୍ତିଷ୍କର କେଉଁ ଅଂଶ ତାପ, କଷ୍ଟ, ଚାପ, ସ୍ପର୍ଶ ପରି ଉଦ୍ଦୀପନାକୁ
ଗ୍ରହଣ କରେ?- ପଶ୍ଚ ଅଗ୍ରମସ୍ତିଷ୍କ
- ଘ୍ରାଣପାଳି
- ପିଣ୍ଡ ଚତୁଷ୍କ
- ପ୍ରମସ୍ତିଷ୍କ
- ୨୨. ମସ୍ତିଷ୍କର କେଉଁ ଅଂଶର ଉପରିଭାଗରେ ପିନିଆଲ ଗ୍ରନ୍ଥି ଥାଏ?
- ଘ୍ରାଣପାଳି
- ପ୍ରମସ୍ତିଷ୍କ
- ପଶ୍ଚ ଅଗ୍ରମସ୍ତିଷ୍କ
- ଅନୁମସ୍ତିଷ୍କ
- ୨୩. ଗୋଟିଏ ନବଜାତ ଶିଶୁର ମସ୍ତିଷ୍କର ଓଜନ ପ୍ରାୟ କେତେ ଗ୍ରାମ?
- ୨୦୦
- ୪୦୦
- ୧୨୦୦
- ୧୫୦୦
- ୨୪. ପ୍ରତି ମିନିଟ୍ରେ ମସ୍ତିଷ୍କ ମଧ୍ୟକୁ ପ୍ରାୟ କେତେ ମିଲି.ଲି ରକ୍ତ ପ୍ରବାହିତ ହୁଏ?
- ୨୫୦
- ୫୦୦
- ୭୫୦
- ୯୦୦
- ୨୫. କେଉଁ ରାସାୟନିକ ପଦାର୍ଥ ଉଦ୍ଭିଦର ଫୁଲଧରିବା ପ୍ରକ୍ରିୟାକୁ
ନିୟନ୍ତ୍ରଣ କରେ?- ଫ୍ଲୋରିଜେନ୍
- ଫାଇଟୋକ୍ରୋମ୍
- ଏଥିଲିନ୍
- ଫ୍ଲୋରିଜେନ୍ ଓ ଫାଇଟୋକ୍ରୋମ୍
No comments:
Post a Comment