ସାଧାରଣ ବିଜ୍ଞାନ (ଜୀବ-sd) ଦଶମ ଭାଗ-୦୨
Quiz
- ୧. AB ରକ୍ତବଗର୍ର ବ୍ୟକ୍ତିମାନେ କେଉଁ ବଗର୍କୁ ରକ୍ତଦାନ
କରିପାରିବେ?- A ଏବଂ AB
- B ଏବଂ AB
- କେବଳ AB
- A, B, AB ଏବଂ O
- ୨. କାର୍ଲ ଲ୍ୟାଣ୍ଡେଷ୍ଟଇନରଙ୍କୁ କେଉଁ ମସିହାରେ ନୋବେଲ
ପୁରସ୍କାରରେ ସମ୍ମାନିତ କରାଯାଇଥିଲା?- ୧୯୨୦
- ୧୯୨୫
- ୧୯୩୦
- ୧୯୫୩
- ୩. କେଉଁ ଉପାଦାନ ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରେ?
- ହିପାରିନ୍
- ଥ୍ରମ୍ବୋପ୍ଲାଷ୍ଟିନ୍
- ହିରୁଡିନ୍
- ସୋଡିୟମ ଅକ୍ଜାଲେଟ୍
- ୪. ରକ୍ତଚାପକୁ କେଉଁ ଉପକରଣ ଦ୍ୱାରା ମପାଯାଏ?
- ମାନୋମିଟର
- ସ୍ପିଗ୍ମୋମ୍ୟାନୋମିଟର
- ଅକ୍ସାନୋମିଟର
- ମଲ୍ଟିମିଟର
- ୫. କେଉଁଟି ବେଙ୍ଗ ହୃତ୍ପିଣ୍ଡ ପାଇଁ ଠିକ୍ ଅଟେ?
- ୨ଟି ଅଳିନ୍ଦ ଓ ୨ଟି ନିଳୟ
- ୧ଟି ଅଳିନ୍ଦ ଓ ୨ଟି ନିଳୟ
- ୨ଟି ଅଳିନ୍ଦ ଓ ୧ ନିଳୟ
- ୧ଟି ଅଳିନ୍ଦ ଓ ୧ଟି ନିଳୟ
- ୬. କେଉଁ ଜୀବ ଶରୀରରେ ଏକକ ରକ୍ତ ସଂଚାଳନ ହୋଇଥାଏ?
- ମାଛ
- ବେଙ୍ଗ
- ପାରା
- ମଣିଷ
- ୭. ନିଳୟ ଓ ରକ୍ତବାହିନୀ ମଧ୍ୟରେ କେଉଁ କପାଟିକା ରହିଥାଏ?
- ୩ ପାଖୁଡ଼ା ବିଶିଷ୍ଟ
- ୨ ପାଖୁଡ଼ା ବିଶିଷ୍ଟ
- ଚନ୍ଦ୍ରାକୃତି
- ଅର୍ଦ୍ଧ ଚନ୍ଦ୍ରାକୃତି
- ୮. ହୃତପିଣ୍ଡର ବିଭିନ୍ନ ପ୍ରକୋଷ୍ଠମାନଙ୍କ ସହିତ ସଂଯୁକ୍ତ ହୋଇଥିବା
ବିଭିନ୍ନ ରକ୍ତନଳିର ସଂପର୍କ ମଧ୍ୟରୁ କେଉଁଟି ଠିକ୍ ଅଟେ?- ଦକ୍ଷିଣ ନିଳୟ ସହିତ ନିମ୍ନ ମହାଶିରା
- ଦକ୍ଷିଣ ଅଳିନ୍ଦ ସହିତ ଫୁସ୍ଫୁସ୍ ଧମନୀ
- ବାମ ଅଳିନ୍ଦ ସହିତ ଫୁସ୍ଫୁସ୍ ଶିରା
- ବାମ ନିଳୟ ସହିତ ଉର୍ଦ୍ଧ୍ୱ ମହାଶିରା
- ୯. କେଉଁ ବ୍ରିଟିଶ ଡାକ୍ତର ଆମ ଶରୀରରେ ରକ୍ତ କିପରି ସଂଚାଳନ
ହୁଏ ତାହା ପ୍ରଥମେ ଆବିଷ୍କାର କରିଥିଲେ?- ଉଇଲିୟମ୍ ବାଓମ୍ୟାନ
- କାର୍ଲ ଲ୍ୟାଣ୍ଡଷ୍ଟଇନର୍
- ହାନ୍ସ କ୍ରେବସ୍
- ଉଇଲିୟମ ହାଭେର୍
- ୧୦. ଉଦ୍ଭିଦରେ କେଉଁ ଅଙ୍ଗ ଦେଇ ଉସ୍ବେଦନ ପ୍ରକ୍ରିୟା ସମ୍ପାଦିତ
ହୁଏ ନାହିଁ?- ଗାଲି
- ସ୍ତୋମ
- ତ୍ୱଚାବରଣ
- ବାତରନ୍ଧ୍ର
- ୧୧. ଜଳର ଶୋଷଣ ମୁଖ୍ୟତଃ କେଉଁ ପ୍ରକ୍ରିୟା ଦ୍ୱାରା ସଂଗଠିତ ହୁଏ?
- ଆଲୋକ ଶ୍ଳେଷଣ
- ଶ୍ୱସନ
- କିଣ୍ଵନ
- ଉେତ୍ସ୍ଵଦନ
- ୧୨. ଉଦ୍ଭିଦରେ କାହାର ପରିବହନକୁ ପୋଷକ ପରିବହନ
କୁହାଯାଏ?- ଅମ୍ଳଜାନ
- ଖାଦ୍ୟ
- ଜଳ
- ଖାଦ୍ୟ, ଜଳ ଓ ଧାତବ ଲବଣ
- ୧୩. କେଉଁ ଉପକରଣ ଦ୍ୱାରା ଉଦ୍ଭିଦର ମୂଳଜ ଚାପ ମପାଯାଏ?
- ଲାକ୍ଟୋମିଟର
- ଅକ୍ସାନୋମିଟର
- ବ୍ୟାରୋମିଟର
- ମାନୋମିଟର
- ୧୪. କେଉଁଟି ପ୍ରାଣୀ ଶରୀରର ଉପଜାତ ପଦାର୍ଥ ଅଟେ?
- ଟାନିନ୍
- ରେଜିନ୍
- ଅଠା
- କ୍ରିଏଟିନିନ୍
- ୧୫. କେଉଁଟି ଉଦ୍ଭିଦର ଉପଜାତ ପଦାର୍ଥ ଅଟେ?
- ୟୁରିଆ
- ୟୁରିକ୍ ଅମ୍ଳ
- ୟୁରୋକ୍ରୋମ୍
- ନିକୋଟିନ୍
- ୧୬. ଶରୀରର କେଉଁ ଅଙ୍ଗ ଦ୍ୱାରା ରକ୍ତରୁ ୟୁରିଆ ଅଲଗା ହୁଏ ଓ
ଜଳରେ ଦ୍ରବୀଭୂତ ହୋଇ ମୂତ୍ର ସହ ଶରୀରରୁ ବାହାରିଯାଏ?- ହୃତ୍ପିଣ୍ଡ
- ଯକୃତ
- ବୃକକ
- ଅଗ୍ନାଶୟ
- ୧୭. ମେରୁଦଣ୍ଡୀ ପ୍ରାଣୀମାନଙ୍କର କେଉଁଠାରେ ୟୁରିଆ ଉତ୍ପନ୍ନ ହୁଏ?
- ହୃତ୍ପିଣ୍ଡ
- ଅଗ୍ନାଶୟ
- ଯକୃତ
- ବୃକକ
- ୧୮. କେଉଁ ପ୍ରାଣୀର ନିର୍ଦ୍ଦୀଷ୍ଟ ରେଚନ ଅଙ୍ଗ ନାହିଁ?
- ଝିଣ୍ଟିକା
- ଯୋକ
- ଚେପ୍ଟା କୃମି
- ହାଇଡ୍ରା
- ୧୯. କେଉଁଟି ରେଚନ ଅଙ୍ଗ ନୁହେଁ?
- ମଧ୍ୟଚ୍ଛଦା
- ବୃକକ
- ନେଫ୍ରଡିଆ
- ମାଲପିଝିଆନ୍ ନଳିକା
- ୨୦. କେଉଁଠାରେ ରକ୍ତ ଛଣା କାର୍ଯ୍ୟ ସମ୍ପାଦିତ ହୁଏ?
- ହାଇଲମ୍
- ମୂତ୍ରସାରଣୀ
- ଗବିଣୀ ବସ୍ତି
- କୈଶୀକ ଗୁଚ୍ଛ
- ୨୧. ମୂତ୍ରରେ କେଉଁ ବଣ୍ଣର୍କଣା ଥିବା ହେତୁ ଜଣେ ସୁସ୍ଥ ବ୍ୟକ୍ତିର
ପରିସ୍ରା ରଙ୍ଗ ଇଷତ୍ ହଳଦିଆ ହୋଇଥାଏ?- ଏରିଥ୍ରୋ ପୋଇଟିନ୍
- ୟୁରୋକ୍ରୋମ୍
- ହିପାରିନ୍
- ଫାଇବ୍ରିନ୍
- ୨୨. ଶରୀରର ଅନ୍ତଃପରିବେଶରେ ସନ୍ତୁଳନ ବଜାୟ ରଖିବା ପାଇଁ
କେଉଁଟି ବୃକକୀୟ ପ୍ରକ୍ରିୟା ନୁହେଁ?- ପରିସ୍ରବଣ
- ପୁରଃସରଣ
- କ୍ଷରଣ
- ନିଷ୍କାସନ
- ୨୩. ପାକତନ୍ତ୍ର ସହିତ ଜଡ଼ିତ କେଉଁ ଅଙ୍ଗ ବର୍ଜ୍ୟବସ୍ତୁ ନିଷ୍କାସନ କରିବାରେ
ସହାୟକ ହୋଇଥାଏ?- ଯକୃତ
- ଅଗ୍ନାଶୟ
- ଗ୍ରସନୀ
- କ୍ଷୁଦ୍ରାନ୍ତ୍ର
- ୨୪. ସୁସ୍ଥ ଲୋକର ମୂତ୍ରରେ କେଉଁ ଉପାଦାନ ରହିଥାଏ?
- ୟୁରିଆ
- ଗ୍ଲୁକୋଜ୍
- ପ୍ରୋଟିନ୍
- ରକ୍ତକଣିକା
- ୨୫. କେଉଁଟି ବର୍ଜ୍ୟବସ୍ତୁ ନିଷ୍କାସନରେ ସହାୟତା କରେନାହିଁ?
- ବୃକକ
- ଯକୃତ
- ଚର୍ମ
- ଗ୍ରସନୀ
No comments:
Post a Comment