ସାଧାରଣ ବିଜ୍ଞାନ (ଜୀବ-sd) ଦଶମ ଭାଗ-୦୧
Quiz
- ୧. ଜୀବକୁ ସକ୍ରିୟ ଓ ଜୀବନ୍ତ ରଖିବାରେ କାହାର ମହତ୍ତ୍ୱପୂର୍ଣ୍ଣ ଭୂମିକା
ରହିଛି?- ପୁରଃସରଣ
- ଚୟାପଚୟ
- ପଚୟ
- ଅପଚୟ
- ୨. କେଉଁଟି ଆମେ ଖାଉଥିବା ଖାଦ୍ୟର ପ୍ରଧାନ ଶ୍ବେତସାର ଅଟେ?
- ଫ୍ୟାଟିଏସିଡ୍ ଓ ଗ୍ଲିସେରଲ୍
- ଚର୍ବି ଓ ଲିପିଡ୍
- ଶକର୍ରା ଓ ମଣ୍ଡଦ
- ପ୍ରୋଟିଏଜ୍ ଓ ଲାଇେପଜ୍
- ୩. କେଉଁ ଖାଦ୍ୟରେ ମଣ୍ଡଦର ପରିମାଣ ଅଧିକ ଥାଏ?
- ଚିନି, ଗୁଡ
- ଆଳୁ, ଭାତ
- ଛେନା, ସୋୟାବିନ୍
- ଫଳରସ, ପନିପରିବା
- ୪. କେଉଁ ପ୍ରକାର ଖାଦ୍ୟରୁ ଆମେ ସହଜରେ ଶକ୍ତି ଆହରଣ କରିଥାଉ?
- ଏମିନୋଅମ୍ଳ
- ପୁଷ୍ଟିସାର
- ସ୍ନେହସାର
- ଶ୍ବେତସାର
- ୫. ଶରୀରରେ କେଉଁ ପ୍ରକାର ଖାଦ୍ୟ ଚର୍ବି ଭାବେ ସଂଚିତ ହୋଇ ରହେ?
- ସ୍ନେହସାର
- ଶ୍ବେତସାର
- ପୁଷ୍ଟିସାର
- ଜୀବସାର
- ୬. ଚର୍ବି ବା ତେଲରେ ଦ୍ରବଣୀୟ ଭିଟାମିନ୍ କେଉଁଥିରୁ ମିଳିଥାଏ?
- ଶାଗ
- ଉଦ୍ଭିଦ ଜାତ
- ପନିପରିବା
- ଫଳ
- ୭. ଶରୀରେର ଜୀବେକାଷର ସ୍ଥିତି ଓ ଏଥିରେ ହେଉଥିବା ବିଭିନ୍ନ ପ୍ରକ୍ରିୟା
ପାଇଁ କେଉଁଟି ଅତ୍ୟନ୍ତ ଆବଶ୍ୟକ?- ଜୀବସାର
- ଧାତୁସାର
- ଜଳ
- ଏମିନୋ ଅମ୍ଳ
- ୮. କେଉଁଟି ସଠିକ୍ ପୋଷଣର ଉଦାହରଣ ନୁହେଁ?
- ପ୍ରାଣୀସମ - ଉକୁଣୀ
- ପରଜୀବମୟ ପ୍ଲାସାମୋଡିୟମ୍
- ମୃତାପଜୀବୀୟ
- ସହଜୀବୀୟ-ଇସ୍ଚେରିୟ କୋଲାଇ
- ୯. କେଉଁମାନେ ଭୋଜଦାତା ଉଦ୍ଭିଦ ବା ପ୍ରାଣୀଙ୍କ ଠାରୁ ସରଳୀକୃତ
ଖାଦ୍ୟ ସିଧାସଳଖ ଗ୍ରହଣ କରି ନିଜର ପୁଷ୍ଟି ସାଧନ କରନ୍ତି?- ପରଜୀବୀ
- ସହଜୀବୀ
- ମୃତୋପଜୀବୀ
- ସମସ୍ତପ୍ରାଣୀ
- ୧୦. କେଉଁ ସମ୍ପକର୍ଟି ଠିକ୍ ନୁହେଁ ?
- ରବର୍ଟ ହିଲ: : (୧୮୯୦-୧୯୯୧)
- ବ୍ଲାକ୍ମ୍ୟାନ: : (୧୮୬୬-୧୯୪୭)
- ଉଇଲିୟମ୍ ହାର୍ଭେ : :(୧୫୭୮-୧୬୭୫)
- କଲର୍ଲ୍ୟାଣ୍ଡେଷ୍ଟଇନର : :(୧୮୬୮-୧୯୪୩)
- ୧୧. ଉଦ୍ଭିଦର ଆଲୋକ ରାସାୟନିକ ପ୍ରକ୍ରିୟା ଓ ଜୈବ ରାସାୟନିକ
ପ୍ରକ୍ରିୟା କେଉଁଠାରେ ସମ୍ପାଦିତ ହୁଏ?- ଷ୍ଟ୍ରୋମା
- କ୍ଲୋରୋପ୍ଲାଷ୍ଟ
- ଗ୍ରାନା
- ଥାଇଲାକଏଡ୍ ଝିଲ୍ଲୀ
- ୧୨. ଆଲୋକ ଶ୍ଲେଷଣର ରାସାୟନିକ କ୍ରିୟା ସମ୍ପର୍କୀତ କେଉଁ ସମ୍ପକର୍ଟି
ଠିକ୍ ନୁହେଁ?- କ୍ଲୋରୋଫିଲ ଦ୍ୱାରା ଆଲୋକ ଶ୍ଲେଷଣ ଓ ତଜ୍ଜନିତ ଇଲେକଟ୍ରନ
ଉତ୍କ୍ଷେପଣ - ଇଲେକ୍ଟ୍ରନ ପ୍ରଭାବଦ୍ୱାରା ଆଲୋକ ଶକ୍ତିର ରାସାୟନିକ ଶକ୍ତିରେ
ପରିବର୍ତ୍ତନ - ଜଳ ଅଣୁର ବିଘଟନ ଘଟି ଉଦ୍ଜାନ ଆୟନ ଓ CO2 ର ସୃଷ୍ଟି
- ରାସାୟନିକ ଶକ୍ତି ବ୍ୟବହୃତ ହୋଇ CO2 ଶକର୍ରାରେ ପରିବତ୍ତର୍ନ
- କ୍ଲୋରୋଫିଲ ଦ୍ୱାରା ଆଲୋକ ଶ୍ଲେଷଣ ଓ ତଜ୍ଜନିତ ଇଲେକଟ୍ରନ
- ୧୩. ମନୁଷ୍ୟ ଶରୀରେର କେଉଁ ରସ ଦ୍ୱାରା ଜଟିଳଖାଦ୍ୟ ପାକନଳୀରେ
ସରଳ ଓ ପୋଷଣ - ଉପେଯାଗୀ ଖାଦ୍ୟେର ପରିଣତ ହୋଇଥାଏ?- ଏମାଇଲେଜ୍
- ପ୍ରୋଟିଏଜ୍
- ଲାଇପେଜ୍
- ପାଚକ
- ୧୪. ମନୁଷ୍ୟର ପାକନଳୀ କେଉଁଠାରୁ ଆରମ୍ଭ ହୋଇ ମଳଦ୍ୱାରରେ ଶେଷ
ହୋଇଥାଏ?- ମୁଖଗହ୍ଵର
- ଗ୍ରସନୀ
- ଗ୍ରାସନଳୀ
- ପାଟି
- ୧୫. ମନୁଷ୍ୟ ଲାଳଗ୍ରନ୍ଥି ଗୁଡିକରୁ ବାହାରିଥିବା ବାହିକା କାହା ମଧ୍ୟକୁ
ଖୋଲିଥାଏ?- ଗ୍ରସନୀ
- ପାଟି
- ମୁଖ ଗହ୍ଵର
- ନିଗଳ
- ୧୬. ଲାଳରେ ଥିବା କେଉଁ ଏନ୍ଜାଇମ୍ ଜଟିଳ ଶ୍ବେତସାର ଖାଦ୍ୟ ମଣ୍ଡଦକୁ
ମାଲଟୋଜ୍ରେ ପରିଣତ କରେ?- ପ୍ରୋଟିଏଜ୍
- ଏମାଇଲେଜ୍
- ଲାଇପେଜ୍
- ଟାୟାଲିନ୍
- ୧୭.ପାଚକ ରସରେ ଥିବା କେଉଁ ଏନ୍ଜାଇମ୍ ଅମ୍ଳୀୟ ପରିବେଶରେ
ପୁଷ୍ଟିସାର ଜାତୀୟ ଖାଦ୍ୟକୁ ସରଳ ପ୍ରୋଟିଓଜ୍ ଓ ପେପଟୋନରେ
ପରିଣତ କରିଥାଏ?- ଏମାଇଲେଜ୍
- ଲାଇପେଜ୍
- ପେପ୍ସିନ୍
- ରିଡ଼କ୍ଟେଜ୍
- ୧୮. କେଉଁଟି ଶ୍ୱସନ ପ୍ରକ୍ରିୟା ଅଟେ ?
- ଫୁସ୍ଫୁସ୍ ମଧ୍ୟକୁ ବାୟୁର ପ୍ରବେଶ
- ଖାଦ୍ୟରୁ ଶକ୍ତି ନିର୍ଗତ ପ୍ରଣାଳୀ
- ଫୁସ୍ଫୁସ୍ରୁ ବାୟୁର ପ୍ରସ୍ଥାନ
- ଜୀବାକୋଷ ସ୍ତରେର ଘଟୁଥିବା ଗ୍ୟାସୀୟ ବିନିମୟ
- ୧୯. କୋଷୀୟ ଶ୍ୱସନରେ ଉତ୍ପନ୍ନ ଶକ୍ତି ତତ୍କ୍ଷଣାତ୍ କାହାର ସଂଶ୍ଲେଷଣ
ପାଇଁ ଉପେଯାଗ ହୁଏ?- ATP
- NADP
- NADP+
- NADPH
- ୨୦. ‘ସାଇଟ୍ରିକ୍ଅମ୍ଳ ଚକ୍ର’ର ଆବିଷ୍କାର ପାଇଁ ହାନ୍ସ କ୍ରେବସ୍ କେଉଁ
ମସିହାରେ ନୋବେଲ୍ ପୁରସ୍କାର ପାଇଥିଲେ?- ୧୯୫୮
- ୧୯୪୩
- ୧୯୬୩
- ୧୯୫୩
- ୨୧. ୧୯ଟି ଗ୍ଲୁକୋଜ ଅଣୁରୁ ବାୟୁ ଅପଜୀବୀ ଶ୍ୱସନ ପ୍ରକ୍ରିୟାରେ
କେତୋଟି ATP ଅଣୁ ସୃଷ୍ଟି ହୁଏ।- 38
- 2
- 722
- କୌଣସିଟି ନୁହେଁ
- ୨୨. କେଉଁ ବାଟ ଦେଇ CO2 ଓ O2 ଗ୍ୟାସ୍ ବିନିମୟ ଘଟିଥାଏ?
- ଥାଇଲାଏଡ୍
- ଷ୍ଟୋମାଟା
- ଗ୍ରାନା
- ନିଗଳ
- ୨୩. ଶ୍ୱାସକ୍ରିୟା ସମ୍ପର୍କିତ କେଉଁ ସମ୍ପକର୍ଟି ଠିକ୍ ନୁହେଁ?
- ସାପ - ଫୁସ୍ଫୁସ୍
- ଶାମୁକା - ଗାଲି
- ଅସରପା - ଶ୍ୱାସରନ୍ଧ୍ର
- ଜିଆ - ବିସରଣ
- ୨୪. କେତୋଟି ATP ଅଣୁ ଭାଙ୍ଗି ADP ଓ Pi ରେ ପରିଣତ ହେଲେ 122
କିଲୋ ଜୁଲ୍ ଶକ୍ତି ନିଗର୍ତ ହେବ?- ୪
- ୩
- ୨
- ୧
- ୨୫. କେଉଁ ଉକ୍ତିଟି ଠିକ୍ ଅଟେ?
- ATP ଶକ୍ତିକେନ୍ଦ୍ର ଭାବେ କାର୍ଯ୍ୟ କରେ
- ମାଲେଟାକଣ୍ଡ୍ରିଆ ଶକ୍ତିମୁଦ୍ରା ଭାବେ କାର୍ଯ୍ୟ କରେ
- ନିଶ୍ୱାସ ଏକ ଶିଥିଳନ ପ୍ରକ୍ରିୟା ଅଟେ।
- WBC ରେ ହିମୋଗ୍ଲୋବିନ୍ ଥାଏ
No comments:
Post a Comment