ଓଡିଆ pr18 ଦଶମ -୦୬
Quiz
- ୧. ଅଶ୍ୱତ୍ଥାମା କାହାକୁ ପିତାର ଶତ୍ରୁ ବୋଲି କହିଛି?
- ଅର୍ଜୁନ
- ଭୀମ
- କର୍ଣ୍ଣ
- ଧୃଷ୍ଟଦ୍ୟୁମ୍ନ
- ୨. ଶୁକସାରଣ ଜ୍ୟେଷ୍ଠଭ୍ରାତା କାହା ପରି ବୋଲି
ବିଭୀଷଣକୁ କହିଛନ୍ତି?- ମାତୁଳ
- ପିତା
- ପିତୃବ୍ୟ
- ଅନୁଜ
- ୩. କେଉଁ ପାହାଡ଼ର ଶିଖରରେ ମୀନଜୀବୀ ମାନେ
ସନ୍ଧ୍ୟାତାରାକୁ ଦେଖିଲେ?- ଭାଲେରି
- ଚଢ଼େଇଗୁହା
- ମାମୁଭଣଜା
- ବରୁଣେଇ
- ୪. ‘ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ’-ଉକ୍ତିଟି କାହା
ଉଦ୍ଦେଶ୍ୟରେ କୁହାଯାଇଛି?- ଦୀନକୃଷ୍ଣ ଦାସ
- ଉପେନ୍ଦ୍ର ଭଞ୍ଜ
- ଗଙ୍ଗାଧର ମେହେର
- ବଳଦେବ ରଥ
- ୫. ‘ମଙ୍ଗଳେ ଅଇଲା ଉଷା’ କବିତାରେ କାହାକୁ
ଯୋଗେଶ୍ୱରୀ ବୋଲି କୁହାଯାଇଛି?- ସୀତା
- ଉଷା
- ତମସା
- ଅନୁକମ୍ପା
- ୬. ଆସନରୁ ଉଠି ସୀତା କାହା ପାଦରେ ନମସ୍କାର କଲେ?
- ଉଷା
- ବାଲ୍ମୀକି
- ଅନୁକମ୍ପା
- ତମସା
- ୭. କବି ତରୁଣଙ୍କ ଦ୍ୱାରା କିଏ ଲୋପପାଉ ବୋଲି ଆଶା
କରିଛନ୍ତି?- ବନ୍ଧନରାଜି
- ଜାତିଉପଜାତି
- କ୍ରନ୍ଦନ
- ସଞ୍ଚିତ ଅପମାନ
- ୮. ଅତୀତର କାହାକୁ ଚିରି ଜାଗ୍ରତ ହେବାକୁ କବି
ଭବିଷ୍ୟତମାନଙ୍କୁ ଆହ୍ୱାନ ଦେଇଛନ୍ତି?- ତିମିର କାରା
- ମୋହ ମମତା
- ପୀଡ଼ନର ପରବତ
- ଜୀର୍ଣ୍ଣ ଜୀବନ
- ୯. ସରଗ ଡାକିଲେ ବି କାହାର କାଖ ଛାଡ଼ିବାକୁ ଇଚ୍ଛା ହୁଏ
ନାହିଁ ବୋଲି କବୟିତ୍ରୀ କହିଛନ୍ତି?- ମା
- ଉତ୍କଳ
- ମାଟି
- ମାଉସୀ
- ୧୦.କବୟିତ୍ରୀ ତାଙ୍କର କେଉଁ ଚାବିକାଠି ଖୋଜି ଦେବାକୁ
ଭାରତମାତାଙ୍କୁ ଅନୁରୋଧ କରିଛନ୍ତି?- ଚେତନାର
- ଶାନ୍ତିର
- ସୁଖର
- ମୁକ୍ତିର
- ୧୧.କିଏ ଆଜୀବନ ଅକର୍ମା ଓ ଅବିବାହିତ ବୋଲି ଲେଖକ
କହିଛନ୍ତି?- ସାର୍ ମାଉସୀ
- ଲେଖକ
- ଶ୍ରୀକୃଷ୍ଣ
- ଗୋବିନ୍ଦା ଭାଇ
- ୧୨.ଯେକୌଣସି ବିଷୟରେ ସମ୍ୟକ ଜ୍ଞାନକୁ କ’ଣ କୁହାଯାଏ?
- ସାହିତ୍ୟ
- ବିଜ୍ଞାନ
- ଇତିହାସ
- ଦର୍ଶନ
- ୧୩.ନିଜକୁ ପ୍ରକାଶ କରିବା ପାଇଁ ସବୁଠାରୁ ସହଜ ଓ
ସ୍ୱାଭାବିକ ମାଧ୍ୟମ କିଏ?- ହିବ୍ରୁ
- ଇଂରାଜୀ
- ହିନ୍ଦୀ
- ମାତୃଭାଷା
- ୧୪.ଶାସକଙ୍କଠାରୁ ଶାସିତଙ୍କୁ କେଉଁ ଭାଷା ଦୂରରେ ରଖିଛି?
- ଆଞ୍ଚଳିକ ଭାଷା
- ଇଂରାଜୀ ଭାଷା
- ହିନ୍ଦୀ ଭାଷା
- ସଂସ୍କୃତ ଭାଷା
- ୧୫.ଶ୍ରୀରାମକୃଷ୍ଣ ପୃଥିବୀରୁ ବିଦାୟ ନେବା ବେଳକୁ
ନରେନଙ୍କୁ କେତେ ବର୍ଷ ବୟସ ହୋଇଥିଲା?- ୨୦
- ୨୧
- ୨୩
- ୨୨
- ୧୬.ବିବେକାନନ୍ଦ ଆମେରିକାର କେଉଁ ସହରରେ ଅନୁଷ୍ଠିତ
ହୋଇଥିବା ଧର୍ମ ମହାସଭାରେ ଯୋଗ ଦେଇଥିଲେ?- ଚିକାଗୋ
- ଗ୍ଲାସଗୋ
- ନ୍ୟୁୟର୍କ
- ୱାଶିଂଟନ
- ୧୭.ଓଡ଼ିଆ ସାହିତ୍ୟର ପ୍ରଥମ ପ୍ରବନ୍ଧର ନାମ କ’ଣ?
- ରେବତୀ
- ପଦ୍ମମାଳୀ
- ବିବେକୀ
- ଭାତ
- ୧୮.କେଉଁଟି ଗଙ୍ଗାଧର ମେହେରଙ୍କ ରଚିତ କାବ୍ୟ ନୁହେଁ?
- ଉଷା
- ଇନ୍ଦୁମତୀ
- ଉତ୍କଳଲକ୍ଷ୍ମୀ
- ପଦ୍ମିନୀ
- ୧୯.ସଚ୍ଚିଦାନନ୍ଦ ରାଉତରାୟଙ୍କ ଆତ୍ମଚରିତ ‘ଉତ୍ତରକକ୍ଷ’
କେତେ ଭାଗରେ ପ୍ରକାଶିତ?- ୨
- ୧
- ୩
- ୭
- ୨୦.ଆଦିବାସୀ ଜୀବନଚରିତକୁ ନେଇ ରଚିତ ଉପନ୍ୟାସ
‘ଭୀମା ଭୂୟାଁ’ର ଲେଖକ କିଏ?- ଗୋପୀନାଥ ମହାନ୍ତି
- ସୁରେନ୍ଦ୍ର ମହାନ୍ତି
- ଗୋପାଳବଲ୍ଳଭ ଦାସ
- ହରେକୃଷ୍ଣ ମହତାବ
- ୨୧.‘ଦାଢ଼ିଆ ବୁଢ଼ା ଏ ଘରକୁ ନୂଆ ଆସିଛି ନା
ବାପା’? - ଏହା କାହାର ପ୍ରଶ୍ନ ଥିଲା?- ମୁନ୍ନି
- ମୁନ୍ନା ମା
- ମୁନ୍ନା
- ସରିତା
- ୨୨.ଅନ୍ୟକୁ ଛନ୍ଦିବାକୁ ଯାଇ ନିଜେ ଛନ୍ଦି
ହୋଇଯିବା ପ୍ରକ୍ରିୟାକୁ ମଣିଷମାନେ କ’ଣ
କହନ୍ତି?- ସଂସାର
- ମାୟା
- ଜଞ୍ଜାଳ
- ସୁଖ
- ୨୩.ଅଙ୍ଗଦ ଚୌଧୁରୀ କେଉଁ ବିଶ୍ୱବିଦ୍ୟାଳୟରୁ
ଗବେଷଣା କାର୍ଯ୍ୟରେ ଆସିଥିଲେ?- ତକ୍ଷଶିଳା
- ଊତ୍କଳ
- ଦିଲ୍ଲୀ
- ନାଳନ୍ଦା
- ୨୪.ମଗଧର ମହାମନ୍ତ୍ରୀ କଳିଙ୍ଗକୁ ଜୟ କରିବାକୁ
କେତେଦିନ ଲାଗିବ ବୋଲି କହିଥିଲେ?- ୪
- ୬
- ୨
- ୩
- ୨୫.କିଏ ନଟବରବାବୁଙ୍କ ପାଇଁ ନିଜ ଜୀବନକୁ
ଏକାବେଳକେ ଉତ୍ସର୍ଗ କରି ଦେଇଛି?- ବୋଉ
- ସ୍ତ୍ରୀ
- ଝିଅ
- ପୁଅ
- ୨୬.ନଡ଼ିଆ ବଣ ଭିତରେ କାହାର ଧଳା କୋଠାଟା ଚକ୍ମକ୍
ମାରୁଛି?- ବନ୍ଧୁ ଷଡ଼ଙ୍ଗୀ
- ମଧୁତିଆଡ଼ୀ
- ସୁରଜମଲ୍ଲ
- ହରିଗୁଡ଼ିଆ
- ୨୭.ମର୍ତ୍ତ୍ୟଲୋକରୁ ଆସୁଥିବା ହବି ଚୋରି କରି କିଏ
ଦାନବମାନଙ୍କୁ ଚିରକାଳ ବଞ୍ଚନା କରି ଆସିଛନ୍ତି?- ରାକ୍ଷସ
- ଗନ୍ଧର୍ବ
- ଦେବତା
- ମାନବ
- ୨୮. ‘କୂଟ ଯୁଦ୍ଧରେ ଦାନବ ବଳୀୟାନ’-ଏହା କିଏ କହିଛନ୍ତି?
- ପବନ
- ଯମ
- ଇନ୍ଦ୍ର
- କାର୍ତ୍ତିକେୟ
- ୨୯.ସୂର୍ଯ୍ୟଙ୍କୁ ପୂଜା କରି କିଏ ଦୁରାରୋଗ୍ୟ କୁଷ୍ଠବ୍ୟାଧିରୁ
ମୁକ୍ତ ହୋଇଥିଲେ?- କୃଷ୍ଣ
- ଭୀମ
- ଛାୟା ମହାଦେବୀ
- ଶାମ୍ବ
- ୩୦. ମରୁ-ପ୍ରଳୟ ହୋଇଯାଉ-ତୋଠୁଁ ଆମେ ଉତ୍ତର •ହୁଁ ।
- ଏହା କାହାର ଉକ୍ତି?- ୧ମ ଶିଳ୍ପୀ
- ନରସିଂହ ଦେବ
- ଶିଳ୍ପୀଗଣ
- ୨ୟ ଶିଳ୍ପୀ
- ୩୧.କେଉଁଟି ‘ନିର୍ବୋଧ’ ଅର୍ଥ ପ୍ରକାଶ କରୁଥିବା ରୂଢ଼ି?
- ଗୋବରଗଣେଶ
- ଘୋଷାବଳଦ
- କୂପ ମଣ୍ଡୂକ
- ଅଳ୍ପବିଦ୍ୟା ଭୟଙ୍କରୀ
- ୩୨.‘ଦାଉ ସାଧିବା’ - ଏହି ରୂଢ଼ିଟିର ଅର୍ଥ କ’ଣ?
- ଠକିବା
- ଅମାନ୍ୟ କରିବା
- ପ୍ରତିଶୋଧ ନେବା
- ବିପଦରେ ପକାଇବା
- ୩୩.‘କଷ୍ଟେମଷ୍ଟେ ବଞ୍ଚିରହିବା’ଅର୍ଥ ପ୍ରକାଶ କରୁଥିବା
ଲୋକବାଣୀଟି କ’ଣ?- ଆପଣା ଶିଙ୍ଗରେ ମାଟି ତାଡ଼ିବା
- ଜାନ୍ ଯାଉ ମାନ୍ ଥାଉ
- ଓଟ ମୁହଁରେ ଜିରା
- ଢୋକେ ପି’ ଦଣ୍ଡେ ଜି
- ୩୪. ‘ଅଣ୍ଟିଛୁରୀ ତଣ୍ଟିକାଟେ’-ଏହି ଲୋକବାଣୀଟିର ଅର୍ଥ କ’ଣ?
- ଅନଧିକାର ଚର୍ଚ୍ଚା
- କ୍ଷୁଦ୍ର ମଧ୍ୟରେ ଭୟଙ୍କରତା
- ଆତ୍ମୀୟଲୋକ ଶତ୍ରୁତା ଆଚରଣ କରିବା
- ଅଭିଜ୍ଞତାରୁ ସତର୍କ ହେବା
- ୩୫.କେଉଁଟି କ୍ରିୟାହୀନ ରୂଢ଼ି ଅଟେ?
- ଗୋଡ଼ଟେକି ବସିବା
- କପାଳ ଫାଟିବା
- ସିଂହପରି ଯୁଝିବା
- ଫଟା କପାଳ
- ୩୬.‘ବୃଥା ପରିଶ୍ରମ’-ଅର୍ଥ ପ୍ରକାଶ କରୁଥିବା ରୂଢ଼ିଟି ଚିହ୍ନଟ କର?
- କୁହୁଡ଼ି ପହଁରିବା
- ଆଖିରେ ଧୂଳିଦେବା
- ଫାଙ୍କା ଆୱାଜ
- ହୁଙ୍କାପିଟା
- ୩୭.ଠିକ୍ ଶବ୍ଦଟିକୁ ଚିହ୍ନଟ କର ।
- ସୌଜନ୍ୟତା
- ସୂର୍ଯ୍ୟପରାଗ
- ଧୂମପାନ
- ମାର୍ଗଶୀର
- ୩୮.ଶୁଦ୍ଧ ଶବ୍ଦଟିକୁ ବାଛ ।
- ପୁରଷ୍କାର
- ପୁରସ୍କାର
- ପୂରଷ୍କାର
- ପୂରସ୍କାର
- ୩୯. ‘କୃଷ୍ଣ’ ଏଠାରେ ‘ନ’ ସ୍ଥାନରେ ‘ଣ’ ହୋଇଛି କାହିଁକି?
- ‘କ’ ପରେ ‘ନ’ ଥିବାରୁ
- ‘ଋ’ ପରେ ‘ନ’ ଥିବାରୁ
- ‘ଅ’ ପରେ ‘ନ’ ଥିବାରୁ
- ‘ଷ୍’ ପରେ ‘ନ’ ଥିବାରୁ
- ୪୦.‘ରାଧାଶ୍ୟାମଙ୍କ ଦ୍ୱାରା ଭାଷଣ ଭଲ ହୁଏ’ - ବାକ୍ୟଟି
କେଉଁ ବାଚ୍ୟରେ ଅଛି?- ଭାବ ବାଚ୍ୟ
- କର୍ତ୍ତୃବାଚ୍ୟ
- କର୍ମ ବାଚ୍ୟ
- କର୍ମ ଓ ଭାବ ବାଚ୍ୟ
- ୪୧.ଗିରିପଥ ଭାବରେ ଖାଇବର ସବୁଠାରୁ ଲମ୍ବା - ଏହାର
ସଂକ୍ଷେପଣ ପାଇଁ କେଉଁ ପ୍ରକ୍ରିୟାର ସହାୟତା ନିଆଯିବ?- ଉପସର୍ଗ
- ତଦ୍ଧିତ
- ସମାସ
- କୃଦନ୍ତ
- ୪୨.ବାକ୍ୟରେ ଥିବା ପଦଯୋଜନା ବା ସୌନ୍ଦର୍ଯ୍ୟକୁ କ’ଣ
କୁହାଯାଏ?- ଯୋଗ୍ୟତା
- ଆକାଂକ୍ଷା
- ଖଣ୍ଡବାକ୍ୟ
- ଆସତ୍ତି
- ୪୩.ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶକୁ କ’ଣ
କୁହାଯାଏ?- ଖଣ୍ଡବାକ୍ୟ
- ବାକ୍ୟାଂଶ
- ଯୌଗିକବାକ୍ୟ
- ସରଳବାକ୍ୟ
- ୪୪.ବାକ୍ୟରେ କ୍ରିୟା ସକର୍ମକ ହୋଇଥିଲେ କର୍ମ ଦଟି
କାହା ପୂର୍ବରୁ ବସେ?- କ୍ରିୟା ପରେ
- କର୍ତ୍ତା ପୂର୍ବରୁ
- କ୍ରିୟା ପୂର୍ବରୁ
- ବାକ୍ୟ ଶେଷରେ
- ୪୫.‘ସତରେ ତମେ ଆସିଛ’! - ଏହା କି ପ୍ରକାର ବାକ୍ୟ?
- ନାସ୍ତିସୂଚକ
- ପ୍ରଶ୍ନସୂଚକ
- ବିବୃତି ସୂଚକ
- ବିସ୍ମୟ ସୂଚକ
- ୪୬. କେଉଁ ଛାନ୍ଦର ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା ବାର?
- ଭାଗବତବାଣୀ
- ନଟବାଣୀ
- ବଙ୍ଗଳାଶ୍ରୀ
- ଶଙ୍କରାଭରଣ
- ୪୭.ଭାଗବତ ବାଣୀ ଛାନ୍ଦର ଗୋଟିଏ ପଦରେ କେତୋଟି
ପାଦ ଥାଏ?- ଚାରି
- ତିନି
- ପାଞ୍ଚ
- ଦୁଇ
- ୪୮.‘ବରଜୀବ ରସେ ଦେଇ ମାନସ, ବରଜି ବରଷେ
ଅମେଧ୍ୟ ଗ୍ରାସ’ - ଏଠାରେ କେଉଁ ଅଳଙ୍କାର ପ୍ରଯୁକ୍ତ?- ଅନୁପ୍ରାସ
- ଶ୍ଳେଷ
- ଯମକ
- ଉପମା
- ୪୯. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ଅର୍ଥାଳଙ୍କାର ଅଟେ?
- ଶ୍ଳେଷ
- ଅନୁପ୍ରାସ
- ରୂପକ
- ଯମକ
- ୫୦.ଶ୍ୱେତାଙ୍ଗ ଚଢ଼େଇ ଗୁହା ସମୁଦ୍ଗତ, ନୀରଭେଦି କିବା
ଉଠେ ଐରାବତ- ଏଠାରେ କେଉଁଟି ଉତ୍ପ୍ରେକ୍ଷାବାଚକ
ଶବ୍ଦ?- କିବା
- ଉଠେ
- ଶ୍ୱେତାଙ୍ଗ
- ଚଢ଼େଇ
No comments:
Post a Comment