MATH VST-1
Quiz
- (-3,5) ବିନ୍ଦୁଟିର ଅବସ୍ଥିତି :
- ପ୍ରଥମ ବୃତ୍ତପାଦରେ
- ଦ୍ବିତୀୟ ବୃତ୍ତପାଦରେ
- ତୃତୀୟ ବୃତ୍ତପାଦରେ
- ଚତୁର୍ଥ ବୃତ୍ତପାଦରେ
- x-2a, x-a, x, x+a, x+2a ର ମାଧ୍ୟମାନ ହେଉଛି :
- x
- 5x
- a
- 2a
- \(a{x^2} + bx + c = 0\) ସମୀକରଣର ବୀଜ ଦୁଇଟି ହେଲା :
- \(\frac{{b \pm \sqrt {{b^2} - 4ac} }}{{2a}}\)
- \(\frac{{b \pm \sqrt {{b^2} - 4ac} }}{{2c}}\)
- \(\frac{{ - b \pm \sqrt {{b^2} - 4ac} }}{{2a}}\)
- \(\frac{{2a}}{{ - b \pm \sqrt {{b^2} - 4ac} }}\)
- ଗୋଟିଏ ଲୁଦୁଗୋଟିକୁ ଗଡାଇଲେ, ଗୋଟିଏ ମୌଳିକ ସଂଖ୍ୟା ପଡିବାର ସମ୍ଭାବ୍ୟତା କେତେ ?
- \(\frac{2}{3}\)
- \(\frac{1}{2}\)
- \(\frac{3}{4}\)
- \(\frac{1}{3}\)
- 4x-37=7 ସମୀକରଣର ସମାଧାନ ହେଉଛି ?
- (1,-1) ଓ (3,4)
- (-1,1) ଓ (3,4)
- (1,-1) ଓ (4,3)
- (-1,1) ଓ (4,3)
- ଯଦି କୌଣସି ବିନ୍ଦୁ (x,y) ତୃତୀୟ ବୃତ୍ତପାଦରେ ରହେ ତେବେ:
- \(x > 0,y > 0\)
- \(x < 0,y > 0\)
- \(x < 0,y < 0\)
- \(x > 0,y < 0\)
- 4,4,5,7,6,7,7,12,3 ସଂଖ୍ୟା ଗୁଡିକର ମଧ୍ୟମା ହେଉଛି :
- 4
- 5
- 6
- 7
- ରମେଶ କୌଣସି ଏକ ଘଟଣାର ସମ୍ଭାବ୍ୟତା ହିସାବ କରି 3 ପାଏ, ତା'ର ଉତ୍ତର ନିଶ୍ଚୟ ଭୁଲ କାରଣ 3 ହେଉଛି :
- ଏକ ଯୁଗ୍ମ ସଂଖ୍ୟା
- 1 ଠାରୁ ଅଧିକ
- 5 ଦ୍ବାରା ବିଭାଜ୍ୟ ନୁହେଁ
- ଏକ ପୁର୍ଣ୍ଣ ସଂଖ୍ୟା
- ଯେଉଁ A.P. ର ପ୍ରଥମ ପଦ d ଏବଂ ସାଧାରଣ ଅନ୍ତର a ତା'ର ପ୍ରଥମ n ସଂଖ୍ୟକ ପଦର ଯୋଗଫଳ ହେବ :
- \(nd + \frac{{n(n - 1)a}}{2}\)
- \(\frac{n}{2}\left\{ {2a + (n - 1)d} \right\}\)
- \(\frac{n}{2}\left\{ {a + l} \right\}\),ଯେଉଁ ଠାରେ l ହେଉଛି ଶେଷପଦ
- \(na + \frac{{n(n - 1)}}{2}d\)
- 3 ଓ 5 ମୁଳ ବିଶିଷ୍ଟ ଦ୍ବିଘାତ ସମୀକରଣ ହେଉଛି :
- \({x^2} + 8x + 15 = 0\)
- \({x^2} - 8x + 15 = 0\)
- \({x^2} - 8x - 15 = 0\)
- \({x^2} + 8x - 15 = 0\)
- \(\alpha ଓ \beta \) ବୀଜ ବିଶିଷ୍ଟ ଦ୍ବିଘାତ ସମୀକରଣଟି ହେବ:
- \({x^2} + (\alpha + \beta )x + \alpha \beta = 0\)
- \({x^2} + (\alpha - \beta )x + \alpha \beta = 0\)
- \({x^2} + (\alpha + \beta )x - \alpha \beta = 0\)
- \({x^2} - (\alpha + \beta )x + \alpha \beta = 0\)
- ନିମ୍ନଲିଖିତ ମଧ୍ୟରୁ କେଉଁଟି, କୌଣସି ଏକ ଘଟଣାର ସମ୍ଭାବ୍ୟତା ହୋଇପାରିବ ନାହିଁ :
- \(\frac{1}{3}\)
- ୦.1
- 3%
- \(\frac{17}{16}\)
- ଯଦି ax+by=c, ଏବଂ x,y ଓ c ସମାନ ଚିହ୍ନ ଯୁକ୍ତ ହୋଇଥାନ୍ତି ତେବେ :
- a ଓ b ଉଭୟ ଧନାତ୍ମକ ହୋଇପାରନ୍ତି
- a ଓ b ଉଭୟ ରୁଣାତ୍ମକ ହୋଇପାରନ୍ତି
- a ନିଶ୍ଚିତ ଭାବରେ ଧନାତ୍ମକ ଏବଂ b ନିଶ୍ଚିତ ଭାବରେ ରୁଣାତ୍ମକ
- a ନିଶ୍ଚିତ ଭାବରେ ରୁଣାତ୍ମକ ଏବଂ b ନିଶ୍ଚିତ ଭାବରେ ଧନାତ୍ମକ
- ଯଦି \({a_1}\),\({a_2}\),\({a_3}\), ......, \({a_21}\) ଏକ A.P. ଗଠନ କରନ୍ତି ଯାହାର ସାଧାରଣ ଅନ୍ତର 'd' ତେବେ \({a_1}\),\({a_5}\),\({a_9}\),\({a_13}\)
- ଏକ A.P. ହେବ ଯାହାର ସାଧାରଣ ଅନ୍ତର 16d
- ଏକ A.P. ହେବ ଯାହାର ସାଧାରଣ ଅନ୍ତର d
- ଏକ A.P. ହେବ ଯାହାର ସାଧାରଣ ଅନ୍ତର 4d
- ଏକ A.P. ରେ ରହି ନ ପାରନ୍ତି
- ମୁଳବିନ୍ଦୁ ଠାରୁ, x ଅକ୍ଷ ଉପରେ ଥିବା ଏକ ବିନ୍ଦୁର ଦୁରତା 5 ଏକକ ଅଟେ, ଏହାର ସ୍ଥାନାଂକ ହେବ :
- କେବଳ (5,0)
- କେବଳ (5,5)
- କେବଳ (-5,0)
- (5,0) କିମ୍ବା (-5,0)
- 4,15,19,21,6 ସଂଖ୍ୟା ଗୁଡିକର ମଧ୍ୟମା ହେଉଛି :
- 19
- 15
- 15.5
- 17
- ଯଦି ଗୋଟିଏ ଘଟଣା ର ସମ୍ଭାବ୍ୟତା p ହୁଏ , ତେବେ ଏହାର ପରିପୁରକ ଘଟଣାର ସମ୍ଭାବ୍ୟତା ହେବ :
- p-1
- 1-p
- p
- 1-1/p
- (y, -x) ବିନ୍ଦୁର ଭୁଜଟି :
- x
- -x
- y
- -y
- ଗୋଟିଏ ତ୍ରୀଭୁଜର ଶୀର୍ଷ ବିନ୍ଦୁମାନଂକର ସ୍ଥାନାଂକ (3,4),(1,3) ଓ (2,5 )ହେଲେ ଏହାର ଭରକେନ୍ଦ୍ରର ସ୍ଥାନାଂକ କେତେ ହେବ ?
- (2,4)
- (2,2)
- (3,4)
- (12,3)
- ଯଦି ସଂକେତ ଗୁଡିକର ବ୍ୟବହାରିକ ଅର୍ଥ ବହନ କରୁଥାନ୍ତି, ତେବେ ସୋପାନ ବିଚ୍ୟୁତ ପ୍ରଣାଳୀରେ ଏକ ବାରମ୍ବାରତା ବିତରଣ ସାରଣୀର ମାଧ୍ୟମାନ ନିର୍ଣ୍ଣୟର ସୁତ୍ର ହେଉଛି :
- \(M = A + \frac{{\sum {fy'} }}{{\sum f }}C\)
- \(M = (A + C)\frac{{\sum {fy'} }}{{\sum f }}\)
- \(M = A + C + \frac{{\sum {fy'} }}{{\sum f }}\)
- \(M = A - (\frac{{\sum {fy'} }}{{\sum f }})C\)
- Sec A = ?
- \(\frac{sinA}{tan A}\)
- \(\frac{cosA}{tan A}\)
- \(\frac{tanA}{sin A}\)
- \(\frac{tanA}{cot A}\)
- \(\cos {30^ \circ }.\cos {60^ \circ } - \sin {30^ \circ }.\sin {60^ \circ }\) ର ମାନ ହେଉଛି :
- 2
- 1
- 0
- \(\frac{3}{2}\)
- \(\frac{{2\tan {{30}^ \circ }}}{{1 - {{\tan }^2}{{30}^ \circ }}}\) ର ମାନ ହେଉଛି :
- \({\cos {{60}^ \circ }}\)
- \({\sin {{60}^ \circ }}\)
- \({\tan {{60}^ \circ }}\)
- \({\sin {{30}^ \circ }}\)
- 1+2+3+4+.....+100ର ଯୋଗଫଳ ହେଉଛି :
- 106
- 5050
- 10000
- 10006
- ଯଦି sin A = cos A ତେବେ A ର ମାନ ହେବ :
- \({{{30}^ \circ }}\)
- \({{{45}^ \circ }}\)
- \({{{60}^ \circ }}\)
- \({{{90}^ \circ }}\)
- ଧାତୁରେ ତିଆରି ଏକ ନିଦା ଗୋଲକକୁ ତରଳାଇ, ସମାନ ବ୍ୟାସାର୍ଧ ଓ ସମାନଉଚ୍ଚତା ବିଶିଷ୍ଟ ଗୋଟିଏ କୋନ ଓ ଗୋଟିଏ ସିଲିଣ୍ଡର ତିଆରି କରାଗଲା , ଯଦି ସିଲିଣ୍ଡରର ବ୍ୟାସାର୍ଧ, ଗୋଲକର ବ୍ୟାସାର୍ଧ ସହ ସମାନ ହୁଏ , ତେବେ ଗୋଲକର ବ୍ୟାସ ଓ ସିଲିଣ୍ଡରର ଉଚ୍ଚତାର ଅନୁପାତ ହେବ:
- 2:1
- 1:2
- 2:3
- 4:3
- ଚିତ୍ରରେ AC=3AB, DEସହBCସମାନ୍ତର, AE=4.5 cm, AD= ?
- 1.5 cms
- 2 cms
- 3 cms
- 4.5cms
- ABCD ଚତୁର୍ଭୁଜର ଶୀର୍ଷ ବିନ୍ଦୁ A(-2,3), B(3,-2), C(7,4) ଏବଂ D(1,5) ହେଲେ ABCD ଚତୁର୍ଭୁଜର କ୍ଷେତ୍ରଫଳ ହେବ:
- 53 ବର୍ଗ ଏକକ
- 23 ବର୍ଗ ଏକକ
- 27 ବର୍ଗ ଏକକ
- 32.5 ବର୍ଗ ଏକକ
- ଚିତ୍ରରେ ବୃତ୍ତରକେନ୍ଦ୍ର C, ବ୍ୟସାର୍ଧ r ଏକକ, ଏହି ବୃତ୍ତକୁ ସ୍ପର୍ଶ କଲା ପରି ଅନ୍ୟ ଏକ ବୃତ୍ତ ସେହି ଚିତ୍ରରେ ଦର୍ଶାଯାଇଛି , ବୃତ୍ତ ଦ୍ବୟର ମଧ୍ୟବର୍ତୀ ଅଂଶର କ୍ଷେତ୍ରଫଳ କେତେ ବର୍ଗ ଏକକ ?
- \(\frac{{\pi {r^2}}}{4}\)
- \(\frac{3}{4}\pi {r^2}\)
- \(\frac{{\pi {r^2}}}{3}\)
- \(\frac{5}{4}\pi {r^2}\)
- ଦୁଇଟି ଏକ କେନ୍ଦ୍ରିକ ବୃତ୍ତର ମଧ୍ୟରୁ ବହିସ୍ଥ ବୃତ୍ତର ବ୍ୟାସାର୍ଧ 10 ସେ.ମି. ଓ ଏହାର 12 ସେ.ମି. ଦୀର୍ଘ ଏକ ଜ୍ୟା ଅନ୍ତଃ ବୃତ୍ତକୁ ସ୍ପର୍ଶ କରେ, ଅନ୍ତଃ ବୃତ୍ତର ବ୍ୟାସାର୍ଧ କେତେ?
- 2 ସେ.ମି.
- 6 ସେ.ମି.
- 44 ସେ.ମି.
- 8 ସେ.ମି.
- ଦତ୍ତ ବୃତ୍ତରେ କେନ୍ଦ୍ର o, ବୃତ୍ତ ପ୍ରତି \[\overrightarrow {PA} ,\overrightarrow {PB} \] ଦୁଇଟି ସ୍ପର୍ଶକ , ଯଦି \[m\angle APB = {40^ \circ }\] ହୁଏ. ତେବେ \[m\angle BAO\]= ?
- \[{20^ \circ }\]
- \[{10^ \circ }\]
- \[{30^ \circ }\]
- \[{35^ \circ }\]
- ସମ ବ୍ୟାସାର୍ଧର ଏବଂ ସମ ଉଚ୍ଚତା ବିସିଷ୍ଟ ଗୋଟିଏ ସିଲିଣ୍ଡର ଓ ଗୋଟିଏ କୋନର ଆୟତନର ଅନୁପାତ ହେବ:
- 1:3
- 3:1
- 1:9
- 9:1
- ଚିତ୍ରରେ \[\overline {PT} \] ଏକ ସ୍ପର୍ଶକ ଖଣ୍ଡ , PA=8 ସେ.ମି. PT=12 ସେ.ମି. ହେଲେ, AB କେତେ?
- 10 ସେ.ମି.
- 18 ସେ.ମି.
- 12 ସେ.ମି.
- 8 ସେ.ମି.
- ଯଦି ଦତ୍ତ ଚିତ୍ରରେ AOB ଗୋଟିଏ ବ୍ୟାସ ଏବଂ BC=OB ହୁଏ , ତେବେ \[m\angle BAC\] =--?
- \[{20^ \circ }\]
- \[{30^ \circ }\]
- \[{45^ \circ }\]
- \[{60^ \circ }\]
- ଯଦି ABCD ଏକ ବୃତନ୍ତର୍ଲିଖିତ ଚତୁର୍ଭୁଜ ହୁଏ, ତେବେ
- କୋଣ A ଓ କୋଣ C ନିଶ୍ଚୟ ସର୍ବସମ ହେବେ
- କୋଣ A ଓ କୋଣ C ନିଶ୍ଚୟ ପରସ୍ପର ପରିପୁରକ ହେବେ
- ABCD ନିଶ୍ଚୟ ଗୋଟିଏ ଆୟତ ଚିତ୍ର ହେବ
- ABCD ନିଶ୍ଚୟ ଗୋଟିଏ ବର୍ଗ ଚିତ୍ର ହେବ
- 3 ସେ.ମି.ବ୍ୟାସାର୍ଧ ବିଶିଷ୍ଟ ଏକ ଧାତୁ ନିର୍ମିତ ଗୋଲକକୁ ତରଳାଇ ସମ ବ୍ୟାସାର୍ଧ ବିଶିଷ୍ଟ ଏକ କୋନରେ ପରିଣତ କରାଗଲା, କୋନର ଉଚ୍ଚତା କେତେ ସେ.ମି.ହେବ?
- 4
- 6
- 9
- 12
- \[\cos {1^ \circ }.\cos {2^ \circ }.\cos {3^ \circ }....\cos {90^ \circ } = - ?\]
- \[\infty \]
- -1
- 1
- 0
- O ଗୋଟିଏ ବୃତ୍ତର କେନ୍ଦ୍ର,P ବୃତ୍ତର ଏକ ଅନ୍ତସ୍ଥ ବିନ୍ଦୁ, Q ଏକ ବହିସ୍ଥ ବିନ୍ଦୁ ଓ R ବୃତ୍ତ ଉପରିସ୍ଥ ଏକ ବିନ୍ଦୁ , ନିମ୍ନଲିଖିତ ମାନଂକ ମଧ୍ୟରୁ କେଉଁ ଟି ସତ୍ୟ
- OP
OQ - OP<OR<OQ
- OP
OR - OP=OR=OQ
- OP
- ଯଦି cos(A+B)=\[\frac{1}{2}\](ଯେଉଁ ଠାରେ A>B ଏବଂ \[{0^ \circ }\]<A+B<\[{90^ \circ }\]) ଏବଂ sin(A-B)=\[\frac{1}{{\sqrt 2 }}\] ହେବ, ତେବେ A+3B ର ମାନ କେତେ ହେବ:
- \[{75^ \circ }\]
- \[{80^ \circ }\]
- \[{85^ \circ }\]
- \[{90^ \circ }\]
- \[{x_1},{x_2},{x_3},.....,{x_n}\]ର ମାଧ୍ୟମାନ m ହେଲେ \[({x_1} + 1),({x_2} + 3),({x_3} + 5),.....,({x_n} + 2n - 1)\] ର ମାଧ୍ୟମାନ କେତେ?
- m
- m+n
- mn
- m+2n
- ଗୋଟିଏ ବୃତ୍ତରେ AD ଏକ ବ୍ୟାସ ଏବଂ AB ଏକ ଜ୍ୟା , ଯଦି AD=34 ସେ.ମି. ଏବଂ AB=୩୦ ସେ.ମି. ହୁଏ , ତେବେ ଉକ୍ତ ବୃତ୍ତର କେନ୍ଦ୍ରରୁ ଜ୍ୟା ABର ଦୁରତା କେତେ ସେ.ମି. ହେବ
- 17
- 15
- 8
- 4
- ଗୋଟିଏ ବୃତ୍ତର ବହିସ୍ଥ ଏକ ବିନ୍ଦୁ A, ଉକ୍ତ ବୃତ୍ତର କେନ୍ଦ୍ରରୁ 34 ସେ.ମି. ଦୂରରେ ଅବସ୍ଥିତ , A ବିନ୍ଦୁରୁ ଉକ୍ତ ବୃତ୍ତ ପ୍ରତି ଅଂକିତ ଏକ ସ୍ପର୍ଶକ ଖଣ୍ଡର ଦୈର୍ଘ ୩୦ ସେ.ମି. ହେଲେ, ବୃତ୍ତର ବ୍ୟାସାର୍ଧ ହେବ:
- 16 ସେ.ମି.
- 23 ସେ.ମି.
- 5 ସେ.ମି.
- 46 ସେ.ମି.
- 4 ସେ.ମି. ବ୍ୟାସାର୍ଧ ବିଶିଷ୍ଟ ଗୋଟିଏ ବୃତ୍ତର କେନ୍ଦ୍ରବିନ୍ଦୁ 'O' , AOB ଏହି ବୃତ୍ତର ଏକ ବୃତ୍ତକଳା ଯାହାର କେନ୍ଦ୍ରସ୍ଥ କୋଣ \[{45^ \circ }\], ଏହି ବୃତ୍ତକଳାର କ୍ଷେତ୍ରଫଳ -- ବର୍ଗ ସେ.ମି. ହେବ
- \[\pi \]
- \[\2pi \]
- \[\3pi \]
- \[\4pi \]
- ABCD ଏକ ବୃତ୍ତାନ୍ତର୍ଲିଖିତ ଚତୁର୍ଭୁଜ ହେଲେ,cos(A+C)= ?
- -1
- \[\frac{1}{2}\]
- 0
- 2
- 2 ମି. ଉଚ୍ଚ ଏକ ଦର୍ଶକ ଦେଖିଲା ଯେ 24ମି.ଦୂରରେ ଥିବା ଏକ ସ୍ତମ୍ଭର କୌଣିକ ଉନ୍ନତିର ପରିମାଣ \[{30^ \circ }\],ସ୍ତମ୍ବର ଉଚ୍ଚତା କେତେ ମି. ?
- \[16\sqrt 3 \]
- \[8\sqrt 3 \]
- \[4\sqrt 3 + 2\]
- \[8\sqrt 3 + 2\]
- ଦତ୍ତ ଚିତ୍ରରେ ଦିଆଯାଇଥିବା ବୃତ୍ତର କେନ୍ଦ୍ର 'O', \[\overline {PA} \] ଓ \[\overline {PB} \], ବୃତ୍ତ ପ୍ରତି ଅଂକିତ ଦୁଇଟି ସ୍ପର୍ଶକ , ସ୍ପର୍ଶକ ଦ୍ବୟର ଅନ୍ତର୍ଗତ କୋଣର ପରିମାଣ \[{50^ \circ }\], ତେବେ \[\angle AOB\] ର ପରିମାଣ କେତେ ?
- \[{15^ \circ }\]
- \[{30^ \circ }\]
- \[{45^ \circ }\]
- \[{75^ \circ }\]
- \[\cot ({45^ \circ } - \theta )\]=--?
- \[\frac{{{\rm{cot}}\theta {\rm{ + 1}}}}{{{\rm{cot}}\theta {\rm{ - 1}}}}\]
- \[\frac{{{\rm{cot}}\theta {\rm{ - 1}}}}{{{\rm{cot}}\theta {\rm{ + 1}}}}\]
- \[\frac{{{\rm{1 - cot}}\theta }}{{{\rm{1 + cot}}\theta }}\]
- \[\frac{{{\rm{1 + cot}}\theta }}{{{\rm{1 - cot}}\theta }}\]
- ଏକ ସଂଖ୍ୟାର ଦଶକ ସ୍ଥାନୀୟ ଅଂକଟି 2x, ଏକକ ସ୍ଥାନୀୟ ଅଂକଟି x, ହେଲେ ସଂଖ୍ୟାଟି ନିଶ୍ଚିତ ଭାବେ କହ ଦ୍ବାରା ବିଭାଜ୍ୟ ହେବ?
- 4
- 5
- 9
- 7
- \[\frac{1}{{27 \bullet 28}} = \frac{1}{{\rm X}} - \frac{1}{{28}}\] ହେଲେ , xର ମାନ କେତେ?
- 1
- 4
- 27
- 29
- ଗୋଟିଏ ସଂଖ୍ୟା ଓ ତାର ବ୍ୟୁତକ୍ରମର ସମଷ୍ଟି 2, ସଂଖ୍ୟାଟିକୁ x ନେଇ ଗଠିତ ଦ୍ବିଘାତ ସମିକରଣଟି କେତେ?
- \[{x^2} - 2x + 1 = 0\]
- \[{x^2} + 2x + 1 = 0\]
- \[{x^2} - 2x - 1 = 0\]
- \[{x^2} + 2x - 1 = 0\]
No comments:
Post a Comment