ଓଡିଆ ଭିଏସ ଟି -୨
Quiz
- ବିପାକ-ଶବ୍ଦଟିର ଠିକ ଅର୍ଥଟିକୁ ବାଛ ।
- ବିଶେଷ ପାକ
- ଉନ୍ନତ ରୋଷେଇ
- ପାକ ହୋଇନଥିବା
- ବିପର୍ଯ୍ୟୟ
- କେଉଁଟି ଦ୍ଵାରକା ନିକଟବର୍ତ୍ତୀ ତୀର୍ଥସ୍ଥାନ ?
- ପ୍ରଭାସ
- ପୁଷ୍କର
- ପ୍ରୟାଗ
- ପୁରୁଷୋତ୍ତମ
- କେଉଁମାନେ ସଭ୍ୟତାର ଲକ୍ଷ୍ୟସ୍ଥଳ ପାଇଅଛନ୍ତି ବୋଲି କହନ୍ତି ?
- ମିଶରୀୟମାନେ
- ହିନ୍ଦୁମାନେ
- ଗ୍ରୀସୀୟମାନେ
- ରୋମୀୟମାନେ
- ଭାରତର ବୈଶିଷ୍ଟ୍ୟ କଣ ?
- ତ୍ୟାଗ
- ଧର୍ମ
- ଆଧ୍ୟାତ୍ମିକତା
- ଆତ୍ମସଞ୍ଜମ
- ବିଦେଶୀ ଭାଷାରେ ଶିକ୍ଷା ଦେବାରେ ପ୍ରଧାନ ଅସୁବିଧାଟି କଣ ?
- ଶିକ୍ଷା ସହଜରେ ଲୋକଙ୍କ ଭିତରେ ପ୍ରସାରିତ ହୋଇପାରେ ନାହିଁ
- ଲୋକମାନେ ବୁଝିପାରନ୍ତି ନାହିଁ
- ଲୋକେ ପଢିପାରନ୍ତି ନାହିଁ
- ଲୋକେ ପସନ୍ଦ କରନ୍ତି ନାହିଁ
- ସେ କାଳରେ ବାବୁ କହିଲେ କେଉଁମାନଙ୍କୁ ବୁଝାଉଥିଲା ?
- ଇଂରେଜମାନଙ୍କୁ
- ସାହେବମାନଙ୍କୁ
- ଜମିଦାରମାନଙ୍କୁ
- ବଙ୍ଗୀୟ ଭଦ୍ରଲୋକମାନଙ୍କୁ
- କେଉଁମାନେ ବେଦ, ବେଦାନ୍ତ ଓ ଧର୍ମଶାସ୍ତ୍ର ଉପରେ ଆବର୍ଜନା କୁଢାଇ ଥିଲେ ବୋଲି ପ୍ରାବନ୍ଧିକ କହିଛନ୍ତି ?
- ଶାସକମାନେ
- ଶାସ୍ତ୍ରଘୋଷ ପଣ୍ଡିତମାନେ
- ନେତାମାନେ
- ରାଜାମାନେ
- ବିବେକାନନ୍ଦ କେଉଁଥିରୁ ଶତ୍ରୁସଂହାର ଅସ୍ତ୍ରନିର୍ମାଣର ମନ୍ତ୍ର ଜାଣିଥିଲେ ବୋଲି ପ୍ରାବନ୍ଧିକ କହିଛନ୍ତି ?
- ସ୍ଵୀୟ ଅସ୍ଥିରୁ
- ଦୃଢ ସଂକଳ୍ପରୁ
- ମଣିଷ ଦୀର୍ଘଶ୍ଵାସ ଓ ଅଶୃରୁ
- ଶିଷ୍ୟମାନଙ୍କ ସହାୟତରୁ
- ଓଡିଆ ସାହିତ୍ୟର ପ୍ରଥମ ପୂର୍ଣ୍ଣାଙ୍ଗ ଆତ୍ମଚରିତର ସ୍ରଷ୍ଟା କିଏ ?
- ସଚ୍ଚିଦାନନ୍ଦ ରାଉତରାୟ
- ଫକୀରମୋହନ ସେନାପତି
- ହରେକୃଷ୍ଣ ମହତାବ
- ବିନାୟକ ମିଶ୍ର
- ଏମାନଙ୍କ ମଧ୍ୟରୁ କିଏ ଓଡିଆ ସାହିତ୍ୟ ଇତିହାସର ସ୍ରଷ୍ଟା ନୁହନ୍ତି ?
- ରାମଚନ୍ଦ୍ର ମିଶ୍ର
- ବିନାୟକ ମିଶ୍ର
- ସୁରେନ୍ଦ୍ର ମହାନ୍ତି
- ବଂଶୀଧର ମହାନ୍ତି
- ଦୁର୍ୟ୍ୟୋଧନଙ୍କର କେତେ ଭାଇ ଭଉଣୀ ଥିଲେ ବୋଲି ସରଲା ମହାଭାରତରୁ ଜଣାପଡେ ?
- ଶହେ ଭାଇ ଏକ ଭଉଣୀ
- ଶହେ ଏକ ଭାଇ ଏକ ଭଉଣୀ
- ଅନେଶତ ଭାଇ ଏକ ଭଉଣୀ
- କେବଳ ଶହେ ଭାଇ
- କବିତାରେ କେଉଁଟି ରାବଣର ବିଶେଷଣ ପଦ ରୂପେ ବ୍ୟବହୃତ ହୋଇନାହିଁ ?
- ଦଶଶିର
- ବିଂଶତିକର
- ଦେବରିପୁ
- ବିଂଶବାହୁ
- କବି ରାଧାନାଥ ତାଙ୍କ କବିତାରେ କାହା ଗୀତାମୃତର ସ୍ମରଣ କରିଛନ୍ତି ?
- କବି ସମ୍ରାଟ
- କବି ସୂର୍ଯ୍ୟ
- କବି ଚନ୍ଦ୍ର
- ଭକ୍ତ କବି
- ଚିଲିକାର କେଉଁ ଦିଗରେ ଭାଲେରୀ ପାହାଡ ଅବସ୍ଥିତ ?
- ପୂର୍ବରେ
- ଦକ୍ଷିଣରେ
- ପଶ୍ଚିମରେ
- ଉତ୍ତରରେ
- ଶାନ୍ତିଦେବୀ ଲୋକାଳୟ ତ୍ୟାଗ କରିବାର କାରଣ କଣ ?
- କଳିର ଉପଦ୍ରବ
- ଚିଲିକା ଦର୍ଶନ ଇଚ୍ଛା
- ପ୍ରକୃତିର ସୌନ୍ଦର୍ୟ୍ୟ ଉପଭୋଗ
- ଲୋକନିନ୍ଦା
- ସୀତାଙ୍କ ଆଗମନକୁ ତମସା କେଉଁ ନେତ୍ରରେ ବାରମ୍ବାର ଚାହୁଁଥିଲେ ବୋଲି କବି କହିଛନ୍ତି ?
- ପଦ୍ମ ନେତ୍ରରେ
- ବ୍ୟାକୁଳ ନେତ୍ରରେ
- ଉତ୍ସାହ ନେତ୍ରରେ
- ମୀନ ନେତ୍ରରେ
- କବିଙ୍କ କଲ୍ପନାରେ ଦେବୀ ଯୋଗେଶ୍ଵରୀ କେଉଁ ବସ୍ତ୍ର ପରିଧାନ କରିଛନ୍ତି ?
- ଲାଳରଙ୍ଗର ପାଟ ବସ୍ତ୍ର
- ଅରୁଣଙ୍କର କଷାୟ ବସ୍ତ୍ର
- ଲଳ ରଙ୍ଗର ଅରୁଣ ବସ୍ତ୍ର
- ଅରୁଣ ପାଟ ବସ୍ତ୍ର
- କବିଙ୍କ ମତରେ ସନ୍ଧାନର ପଥ ସର୍ବଦା କିପରି ?
- କୁସୁମିତ
- କଣ୍ଟକିତ
- ବରଫାବୃତ
- ଉନ୍ମୁକ୍ତ
- ପ୍ରଭାତୀ ତାରା ଆକାଶରେ କେଉଁ ସମୟରେ ଦୃଶ୍ୟମାନ ହୁଏ ?
- ସାୟଂକାଳରେ
- ରାତ୍ରିକାଳରେ
- ରାତ୍ରି ପହିବା ସମୟରେ
- ଦିନରେ
- ନାରୀ କବି ମାଟି ମାଆଠାରୁ କଣ ଭିକ୍ଷା କରିଛନ୍ତି ?
- ଶକ୍ତି
- ତୃପ୍ତି
- ଧୈର୍ଯ୍ୟ
- କ୍ଷମା
- ମଣିଷମାନେ ବଣିକୁ ପିଞ୍ଜରାରେ ରଖି କଣ ଶିଖାନ୍ତି ?
- ରାମନାମ
- ହରିନାମ
- ରକ୍ଷାକର
- ଚକ୍ରଧର
- କାହାକୁ ବନ୍ଧନର ରଜ୍ଜୁ ବୋଲି ଗାଳ୍ପିକ କହିଛନ୍ତି ?
- ସ୍ନେହ
- ପ୍ରୀତି
- ଉକ୍ତି
- ଆସକ୍ତି
- ରାଜେଶ୍ଵରୀ କାହା ସହ ପ୍ରଚଣ୍ଡ ଯୁଦ୍ଧ କରି ମୃତ୍ୟୁବରଣ କରିଥିଲେ ?
- ସୈନ୍ୟମାନଙ୍କ ସହ
- ମଗଧ ସେନାପତିଙ୍କ ସହ
- ଅଶୋକଙ୍କ ସହ
- ମହାମନ୍ତ୍ରୀଙ୍କ ସହ
- ଶୁଖିଲା ପୋଖରୀର କାଦୁଅଗୁଡା କେତେ କୋଣିଆ ହୋଇ ଫାଟି ଯାଇଛି ବୋଲି ଗାଳ୍ପିକ କହିଛନ୍ତି ?
- ଚାରିକୋଣିଆ
- ଗୋଲିଆ
- ଛକୋଣିଆ
- ଆଠ କୋଣିଆ
- ପୁରାତନ ଶିବ ମନ୍ଦିରଟି କେଉଁ ଗାଁଆ ପାଖରେ ଥିଲା
- ହରିଚନ୍ଦନପୁର
- ମଦନପୁର
- ଫୁଲନଖରା
- ଗୋପାଳପୁର
- ଗନ୍ଧର୍ବରାଜ କିଏ ?
- ଚିତ୍ରସେନ
- ଚିତ୍ରଧ୍ଵଜ
- ଚିତ୍ରକେତୁ
- ଚିତ୍ରରଥ
- ଶମନ କହିଲେ କେଉଁ ଦେବତାଙ୍କୁ ବୁଝାଏ ?
- ପବନ
- ଯମ
- ଇନ୍ଦ୍ର
- ବିଷ୍ଣୁ
- ଦେବଶିଳ୍ପୀ କିଏ ?
- କାର୍ତ୍ତିକେୟ
- ବିଶ୍ଵକର୍ମା
- କୁବେର
- ଚିତ୍ରରଥ
- ଚନ୍ଦ୍ରଭାଗା ତୀରରେ ନରସିଂହଦେବ କେଉଁ ସମୟରେ ସୂର୍ଯ୍ୟଙ୍କୁ ନମସ୍କାର କରୁଥିଲେ ?
- ସୂର୍ଯ୍ୟ ଉଦୟବେଳେ
- ସୂର୍ଯ୍ୟ ଅସ୍ତ ବେଳେ
- ମଧ୍ୟାହ୍ନ ରେ
- ପୂର୍ବାହ୍ନ ରେ
- ଏ ବାରଶ ବଢେଇରେ ଦାୟ ନା ପୁଅରେ ଦାୟ ?-ଏ ଉକ୍ତିଟି କାହାର ?
- ୧ମ ଶିଳ୍ପୀ
- ୨ୟ ଶିଳ୍ପୀ
- ୩ୟ ଶିଳ୍ପୀ
- ଶିଳ୍ପୀ କୁଳ
- ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶକୁ କଣ କୁହାଯାଏ ?
- ସରଳ ବାକ୍ୟ
- ଯୌଗିକ ବାକ୍ୟ
- ବାକ୍ୟାଂଶ
- ଖଣ୍ଡ ବାକ୍ୟ
- ବାକ୍ୟରେ କର୍ମପଦ କେଉଁଠାରେ ବସେ ?
- କର୍ତ୍ତା ପୂର୍ବରେ
- କର୍ତ୍ତା ପରେ
- କ୍ରିୟା ପୂର୍ବରୁ
- କ୍ରିୟା ପରେ
- ଘରଟାକୁ ସଫା କରିଦିଅ। ପ୍ରକାର୍ଜ୍ୟ ଦୃଷ୍ଟିରୁ ଏହା କି ପ୍ରକାରର ବାକ୍ୟ ?
- ବିବୃତିସୂଚକ
- ଆଦେଶ ସୂଚକ
- ଅନୁରୋଧସୂଚକ
- ବିସ୍ମୟ ସୂଚକ
- କେଉଁଟି ସରଳ ବାକ୍ୟର ଉଦାହରଣ ?
- ତୁମେ ଯିବ |
- ତୁମେ ଗଲେ ମୁଁ ଯିବି |
- ଆସ,ଆମେ ଯିବା |
- ବାପା କହିଲେ ମୁଁ ଯିବି |
- ପଦ ମଧ୍ୟରେ 'ନ ' ସ୍ଥାନରେ 'ଣ' ହେବାକୁ କଣ କୁହାଯାଏ ?
- 'ନତ୍ଵ ' ବିଧି
- 'ଣତ୍ଵ' ବିଧି
- ବିଶେଷ ବିଧି
- 'ଣୋ'ତ୍ଵ ବିଧି
- କେଉଁ କେଉଁ ବର୍ଣ ପରେ ସ ଥିଲେ ସ ର ପରିବର୍ତନ ହୁଏ ନହିଁ ?
- ର ଓ ଷ
- ଋ,ର,ଷ
- କ ବର୍ଗ ଓ ପ ବର୍ଗ
- ଅ ଓ ଆ
- ଶୁଦ୍ଧ ଶବ୍ବଟିକୁ ବାଛ ?
- ଅନୁସୂୟା
- ଅନୂସୁୟା
- ଅନସୂୟା
- ଅନୂସୂୟା
- ଦୁଃ+ଅବସ୍ଥା = ------
- ଦୁରବସ୍ଥା
- ଦୂରାବସ୍ଥା
- ଦୁରାବସ୍ଥା
- ଦୁରାବସ୍ତା
- ଆଜିକାଲି କଲେଜ ଛାତ୍ରଛାତ୍ରୀମାନେ ରାଜନେତାଙ୍କର ----- ସାଜିଛନ୍ତି ?
- ଜପମାଳି
- ହତବାରିସି
- ଘୋଷାବଳଦ
- ବଣ ବିଛୁଆତି
- ଲୋଳୁପ ଦୃଷ୍ଟି ପକାଇବା - ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି ଲେଖ |
- ଆଖି ପକାଇବା
- ଆଖି ରଖିବା
- ଆଖି ଦେବା
- ଆଖି ବୁଲାଇବା
- ଯେଉଁ ପଦ ସଂହତିରେ କ୍ରିୟାପଦ ଥାଏ ,ତାକୁ କି ରୂଢିଟି ଲେଖ |
- ସାଧାରଣ
- କ୍ରିୟାହୀନ
- କ୍ରିୟାଯୁକ୍ତ
- ତୁଳନାତ୍ମକ
- ଆ ବଳଦ ମୋତେ ବିନ୍ଧ - ରୂଢି ଟିର ଅର୍ଥ ଲେଖ |
- ବଳଦକୁ ଡାକିବା
- ବଳଦକୁ ବାନ୍ଧି ରଖିବା
- ବିପଦ ପଡିବା
- ବିପଦକୁ ଡାକି ଆଣିବା
- ତୁଣ୍ଡ ବାଇଦ ସହସ୍ର କୋଶା - ଲୋକବାଣୀଟିର ଅର୍ଥ ଲେଖ ?
- ତୁଣ୍ଡ ବାଜାର ଶବ୍ଦ ଅଧିକ ?
- ବାଇଦ ବାଜାର ବାହୁତ ଶବ୍ଦ
- ମିଛ କଥା ଅନେକଙ୍କଦ୍ଵାରା ସତ ହୋଇଯାଏ
- ଲୋକମୁଖରେ କଥା ବହୁଦୂର ପ୍ରସରିଯାଏ
- ଅସଂଭବ କଥା କଲ୍ପନା କରିବା - ଏହି ଅର୍ଥରେ ବ୍ୟବହୃତ ଲୋକବାଣୀଟି ଲେଖ ।
- ଆକାଶ କଇଁଆ ଚିଲିକା ମାଛ
- ଉଷୁନା ଧାନ ଗଜା ହେବା
- ନ ଦେଖିବା ଓଉ ଛ ଫଡା
- ଷାଠିଏ ପଊଟି ଘିଅ ହେବ ନା ରାଧା ନାଚିବ
- ପ୍ରଚେତା ପ୍ରବାଳ ପ୍ରାସାଦର ରୁଚି , ନୀଳ ନୀରୁ ଅବା ଫୁଟି ବାହାରୁଚି । -ପଦଟି କେଉଁ ଛନ୍ଦରେ ରଚିତ ?
- ନଟବାଣୀ
- ଭାଗବତବାଣୀ
- ରାମକେରୀ
- ଚୋଖି
- ସାଧାରଣତଃ ଛନ୍ଦ କେତେ ପ୍ରକାର ?
- ଦୁଇ
- ତିନି
- ଚାରି
- ପାଞ୍ଚ
- ଚୋଖି ଛନ୍ଦର ଗୋଟିଏ ପଦରେ କେତୋଟି ପାଦ ଥାଏ ?
- ଦୁଇ
- ଚାରି
- ଛଅ
- ଆଠ
- କେଉଁ ଅଳଙ୍କାରରେ ଗୋଟିଏ ଉପମେୟ ପାଇଁ ଏକାଧିକ ଉପମାନ ରହିଥାନ୍ତି ?
- ଉପମା
- ଉତପ୍ରେକ୍ଷା
- ମାଳୋପମା
- ରୂପକ
- ଶ୍ଲେଷ ଅଳଙ୍କାର କେତେ ଭାଗରେ ବିଭକ୍ତ ?
- ଦୁଇ
- ତିନି
- ଚାରି
- ପାଞ୍ଚ
- ଅହିମକର ତାପ ନାଶେ ଶୋଭା ସାରସ ଚକ୍ରେ , ଅହିମକର ତାପ ନାଶେ ଶୋଭା ସାରସ ଚକ୍ରେ-ଏଠାରେ କେଉଁ ଅଳଙ୍କାର ପ୍ରଯୁକ୍ତ ?
- ଅନୁପ୍ରାସ
- ଶ୍ଲେଷ
- ଉପମା
- ଯମକ
No comments:
Post a Comment